ଓଡିଶା

odisha

ETV Bharat / city

ନୂଆ ଟ୍ରାଫିକ ନିୟମ କାର୍ଯ୍ୟକାରୀ ପାଇଁ ସବୁ ଥାନାକୁ ଦିଆଗଲା କ୍ଷମତା - ରାଜ୍ୟ ସରକାର

ନୂଆ ମୋଟରଯାନ ଆଇନ ଲାଗୁ କରିବାକୁ ସବୁ ଥାନାକୁ ଦିଆଗଲା କ୍ଷମତା । ରାଜ୍ୟ ସରକାର ପକ୍ଷରୁ ଏଥିଲାଗି ଗେଜେଟ ନୋଟିଫିକେସନ କରାଯାଇଛି। ପରିବହନ ବିଭାଗ ପ୍ରମୁଖ ସଚିବ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଫାଇଲ ଫଟୋ

By

Published : Sep 13, 2019, 11:46 PM IST

ଭୁବନେଶ୍ବର: ନୂଆ ମୋଟରଯାନ ଆଇନ ଲାଗୁ କରିବାକୁ ସବୁ ଥାନାକୁ ଦିଆଗଲା କ୍ଷମତା । ରାଜ୍ୟ ସରକାର ପକ୍ଷରୁ ଏଥିଲାଗି ଗେଜେଟ ନୋଟିଫିକେସନ କରାଯାଇଛି। ପରିବହନ ବିଭାଗ ପ୍ରମୁଖ ସଚିବ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗ୍ରାମାଞ୍ଚଳରେ ଏଏସଆଇ ଓ ସହରାଞ୍ଚଳରେ ଏସଆଇ ପାହ୍ୟାର ଅଧିକାରୀ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇପାରିବେ। କିପରି ଏହି ଆଇନ କଡାକଡି ଭାବେ ରାଜ୍ୟବ୍ୟାପୀ ଲାଗୁ କରାଯିବ ସେନେଇ ବିଭାଗ କ୍ଷମତା ଦେଇଛି। ସବୁ ଥାନାର ଅଧିକାରୀ ଏଣିକି ଧରପଗଡରେ ସାମିଲ ହୋଇପାରିବେ। ସେପ୍ଟେମ୍ବର ପହିଲାରୁ ଏହା ଲାଗୁ ହୋଇଛି। 3 ବର୍ଷ ପାଇଁ ଏହି କ୍ଷମତା ଥାନା ଗୁଡିକୁ ଦିଆଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details