ଓଡିଶା

odisha

ETV Bharat / city

RajyaSabha Election: ଜୁନ ୧୦ରେ ରାଜ୍ୟସଭା ନିର୍ବାଚନ, ଓଡିଶାର ୩ ଆସନ ପାଇଁ ହେବ ଭୋଟ - ଜୁନ ୧୦ ରେ ରାଜ୍ୟସଭା ନିର୍ବାଚନ

ରାଜ୍ୟସଭା ନିର୍ବାଚନ ( Rajya Sabha Election) ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଜୁନ ୧୦ ରେ ରାଜ୍ୟର ୩ ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଅଧିକ ପଢନ୍ତୁ

RajyaSabhaElection
RajyaSabhaElection

By

Published : May 12, 2022, 4:06 PM IST

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ (Rajya Sabha Election) ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଜୁନ ୧୦ ରେ ରାଜ୍ୟର ୩ ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ ।

ଜୁନ ୧୦ ରେ ରାଜ୍ୟସଭା ନିର୍ବାଚନ

ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ମେ’ ୩୧ ସୁଦ୍ଧା ନାମାଙ୍କନ ଦାଖଲର ଶେଷ ଦିନ । ଜୁନ ୩ ରହିଛି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ। ଏହାପରେ ଜୁନ ୧୦ ତାରିଖ ସକାଳ ୯ ଟା ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମତଦାନ ହେବ । ସେହିଦିନ ଅପରାହ୍ନ ୫ ଟାରେ ପ୍ରକାଶ ପାଇବ ମତଦାନର ଫଳାଫଳ ।

ଜୁନ ୧୦ ରେ ରାଜ୍ୟସଭା ନିର୍ବାଚନ

ସୂଚନାଯୋଗ୍ୟଯେ ରାଜ୍ୟରୁ ପ୍ରତିନିଧିତ୍ବ କରୁଥିବା ସାଂସଦ ଏନ. ଭାସ୍କର ରାଓ, ସସ୍ମିତ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ 1 ରେ ଶେଷ ହେଉଛି ।

  1. ଜୁନ ୧୦ ରେ ଓଡ଼ିଶାର ୩ ଆସନ ପାଇଁ ହେବ ଭୋଟ ।
  2. ଜୁନ ୧୦ ରେ ରାଜ୍ୟସଭା ନିର୍ବାଚନ
  3. ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
  4. ଓଡିଶାରୁ ଖାଲି ହେଉଛି ୩ ରାଜ୍ୟସଭା ଆସନ
  5. ମେ’ ୩୧ ସୁଦ୍ଧା ନାମାଙ୍କନ ଦାଖଲ, ଜୁନ ୩ ସୁଦ୍ଧା ପ୍ରତ୍ୟାହାର
  6. ଜୁନ ୧୦ ତାରିଖ ସକାଳ ୯ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ
  7. ୧୦ ତାରିଖ ଅପରାହ୍ଣ ୫ଟାରେ ପ୍ରକାଶ ପାଇବ ଫଳାଫଳ

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details