ଓଡିଶା

odisha

By

Published : Mar 28, 2021, 10:38 PM IST

ETV Bharat / city

ପିପିଲି ଉପନିର୍ବାଚନ, ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ପିପିଲି ଉପନିର୍ବାଚନ ଲାଗି ଅଜିତ ମଙ୍ଗରାଜଙ୍କୁ ଟିକେଟ ଦେଲା କଂଗ୍ରେସ । ଅଜିତଙ୍କ ପ୍ରାର୍ଥୀତ୍ବକୁ ମୋହର ମାରିଛି ଏଆଇସିସି । ଅଧିକ ପଢନ୍ତୁ...

ପିପିଲି ଉପ ନିର୍ବାଚନ, ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କଲା କଂଗ୍ରେସ
ପିପିଲି ଉପ ନିର୍ବାଚନ, ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ବର: ସବୁ କଳ୍ପନା ଜଳ୍ପନାର ଅନ୍ତ ହେଲା । ଶେଷରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ପିପିଲି ଉପନିର୍ବାଚନ ଲାଗି ଅଜିତ ମଙ୍ଗରାଜଙ୍କୁ ଟିକେଟ ଦେଲା କଂଗ୍ରେସ । ଅଜିତଙ୍କ ପ୍ରାର୍ଥୀତ୍ବକୁ ମୋହର ମାରିଛି ଏଆଇସିସି ।

ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଗତ ସାଧାରଣ ନିର୍ବାଚନରେ ଅମାନତ୍ ହାରିଥିଲେ ଅଜିତ । ତେବେ ସାଙ୍ଗଠନିକ ଦକ୍ଷତା ଓ ଅଭିଜ୍ଞତା ଆଧାରରେ ଅଜିତଙ୍କୁ ଭରସା କରିଛି ଦଳ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details