ଓଡିଶା

odisha

ETV Bharat / city

ଘୋଷଣା ହେଲା ପିଜି ସ୍ପଟ୍ ଆଡମିଶନ ତାରିଖ, 9ରୁ ଆବେଦନ ଆରମ୍ଭ - ରାଜ୍ୟ ପିଜି ସ୍ପଟ ଆଡମିଶନ ଗାଇଡଲାଇନ

ଘୋଷଣା ହେଲା ପିଜି ସ୍ପଟ୍ ଆଡମିଶନ ତାରିଖ । ଆଶାୟୀ ଛାତ୍ରଛାତ୍ରୀ ଆସନ୍ତା 9ରୁ କରିପାରିବେ ଆବେଦନ । ଅଧିକ ପଢନ୍ତୁ...

ଘୋଷଣା ହେଲା ପିଜି ସ୍ପଟ୍ ଆଡମିଶନ ଡେଟ୍, 9ରୁ ଆବେଦନ ଆରମ୍ଭ
ଘୋଷଣା ହେଲା ପିଜି ସ୍ପଟ୍ ଆଡମିଶନ ଡେଟ୍, 9ରୁ ଆବେଦନ ଆରମ୍ଭ

By

Published : Jan 7, 2021, 6:42 PM IST

ଭୁବନେଶ୍ବର: ପୋଷ୍ଟ ଗ୍ରାଜୁଏଟ ବା ପିଜି ସ୍ପଟ୍ ଆଡମିଶନ ପାଇଁ ତାରିଖ ଘୋଷଣା ହୋଇଛି । ସ୍ପଟ୍ ଆଡମିଶନ ପାଇଁ ଆଶାୟୀ ଛାତ୍ରଛାତ୍ରୀ ଆସନ୍ତା 9 ତାରିଖରୁ ଫର୍ମ ଆବେଦନ କରିପାରିବେ । ତେବେ ଫର୍ମ ଆବେଦନର ଶେଷ ତାରିଖ ଜାନୁଆରୀ 12 ଧାର୍ଯ୍ୟ କରାଯାଇଛି ।

ଘୋଷଣା ହେଲା ପିଜି ସ୍ପଟ୍ ଆଡମିଶନ ଡେଟ୍, 9ରୁ ଆବେଦନ ଆରମ୍ଭ

କୋଭିଡ କଟକଣାର ସମସ୍ତ ନିୟମକୁ ମାନି ଆରମ୍ଭ ହେବ ପିଜି ଆଡ଼ମିଶନ । ଏନେଇ ଶିକ୍ଷା ବିଭାଗ ଗାଇଡ଼ଲାଇନ ଜାରି କରିଛି । ଜାନୁଆରୀ 9 ତାରିଖରେ ପିଜି ପାଠ୍ୟକ୍ରମ ପାଇଁ ଅନଲାଇନ ମାଧ୍ୟମରେ ଫର୍ମ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଆବେଦନର ଶେଷ ତାରିଖ ଜାନୁଆରୀ 12 ପର୍ଯ୍ୟନ୍ତ ରହିଛି । ତେବେ 15 ରେ ପିଜିର ମେରିଟ ଲିଷ୍ଟ ପ୍ରକାଶ ପାଇବା ପରେ 21 ଏବଂ 22ରେ ହେବ ଆଡମିଶନ ।

ଭୁବନେଶ୍ବର ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details