ଭୁବନେଶ୍ବର : ରାଜ୍ୟରେ କେମିତି କାର୍ଯ୍ୟକାରୀ ହେଉଛି ମୋ ସରକାର ଓ ‘5T’ । ଏନେଇ ତଦାରଖ କରିବାକୁ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକରେ ପହଞ୍ଚିଛନ୍ତି।
‘5T’ ତଦାରଖ ପାଇଁ ବାଲିପାଟଣା ବ୍ଲକରେ ପଞ୍ଚାୟତରାଜ ମନ୍ତ୍ରୀ - panchayatiraj minister pratap jena
5T ତଦାରଖ କରିବାକୁ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକରେ ପହଞ୍ଚିଛନ୍ତି।
5ଟି ତଦାରଖ ପାଇଁ ପହଞ୍ଚିଲେ ପଞ୍ଚାୟତରାଜ ମନ୍ତ୍ରୀ
ମନ୍ତ୍ରୀଙ୍କ ସହ ପଞ୍ଚାୟତିରାଜ ନିର୍ଦ୍ଦେଶକ ଏଠାକୁ ଅଚାନକ ଗସ୍ତରେ ଆସିଛନ୍ତି। ବିଡିଓ ଅନୁପସ୍ଥିତ ଥିବା ଜଣାପଡିଛି।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ