ଓଡିଶା

odisha

ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀରେ ଓଡିଆ ସାଂସଦ ସସ୍ମିତ ପାତ୍ର

By

Published : Jul 24, 2020, 9:01 PM IST

Published : Jul 24, 2020, 9:01 PM IST

Updated : Jul 24, 2020, 10:37 PM IST

Oriya MP
ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ମନୋନୀତ

20:51 July 24

ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀରେ ଓଡିଆ ସାଂସଦଙ୍କୁ ମିଳିଲା ସ୍ଥାନ

ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ମନୋନୀତ

ଭୁବନେଶ୍ବର: ଓଡିଶା ପାଇଁ ଗର୍ବର ବିଷୟ । ଗତ 20 ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଜଣେ ଓଡ଼ିଆ ସାଂସଦ ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀରେ ସ୍ଥାନ ପାଇଛନ୍ତି । ସେ ହେଉଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ତାଙ୍କୁ ଏହି ପଦ ପାଇଁ ମନୋନୀତ କରିଛନ୍ତି ଗୃହର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ।

ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀର ପୁନର୍ଗଠନ ହୋଇଛି । ୬ ଜଣିଆ ଉପାଧ୍ୟକ୍ଷ ମଣ୍ଡଳୀରେ ଓଡ଼ିଶାର ସାଂସଦ ସସ୍ମିତ ପାତ୍ର ସାମିଲ । ଆଜିଠାରୁ କାର୍ଯ୍ୟ କରିବ ନବଗଠିତ ଉପାଧ୍ୟକ୍ଷ ମଣ୍ଡଳୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ  

Last Updated : Jul 24, 2020, 10:37 PM IST

ABOUT THE AUTHOR

...view details