ଭୁବନେଶ୍ବର: କୋରୋନା ସଂଙ୍କଟ ସମୟରେ ଅକ୍ସିଜେନ ଅଭାବ ଦେଖା ଦେଇଛି । ଏହି ସମସ୍ୟା ଦୂର କରିବାକୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଇ ସହାୟତା ପ୍ରଦାନ କରିଛି ଓଡିଶା । ଦିନକରେ 1005 ଅକ୍ସିଜେନ ଟାଙ୍କି ପଠାଇ ରେକର୍ଡ ସୃଷ୍ଟି କରିଛି ଓଡିଶା ।
ଦିନକରେ ଓଡିଶାରୁ ଗଲା 1005 ଅକ୍ସିଜେନ ଟାଙ୍କି, ରେକର୍ଡ ପାର କଲା ସହାୟତା - ଅମ୍ଳଜାନ
ଦିନକରେ ଅନ୍ୟ ରାଜ୍ୟକୁ 1005 ଅକ୍ସିଜେନ ଟାଙ୍କି ପଠାଇ ରେର୍କଡ ସୃଷ୍ଟି କରିଛି ଓଡିଶା । ଅଧିକ ପଢନ୍ତୁ...
ଦିନକରେ ଓଡିଶାରୁ ଗଲା 1005 ଅକ୍ସିଜେନ ଟାଙ୍କି, ରେକର୍ଡ ପାର କଲା ସହାୟତା
ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୦୦୫ ଅକ୍ସିଜେନ ଟାଙ୍କି ପଠାଇ ସାରିଛି ଓଡିଶା । ଦେଶରେ ବିଭିନ୍ନ କୋଣକୁ ଅକ୍ସିଜେନ ଯୋଗାଣ ଜାରି ରଖିଛି ଓଡିଶା । ଆଜି ଓଡିଶାରୁ ୧୦୦୫ଟି ଅକ୍ସିଜେନ ଟାଙ୍କି ଅର୍ଥାତ 18460 ମେଟ୍ରିକ ଟନ ସପ୍ଲାଏ ହୋଇଛି । ଯେଉଁଠି ସର୍ବାଧିକ ଆନ୍ଧ୍ରକୁ ୩୧୩ଟି ଟାଙ୍କି ପଠା ଯାଇଥିବା ବେଳେ ରାଉଲକେଲାରୁ ସର୍ବାଧିକ ୪୧୦ଟି ଅକ୍ସିଜେନ ଟାଙ୍କି ପଠାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡା,ଇଟିିଭି ଭାରତ