ଭୁନବେଶ୍ବର : ରାଜ୍ୟରେ ପୁଣି କୋରୋନା ନେଲା 11 ଜୀବନ। ଏହାକୁ ମିଶାଇ ରାଜ୍ୟରେ କୋଭିଡ ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା 721ରେ ପହଞ୍ଚିଛି।
କୋରୋନା ନେଲା ଆଉ 11 ମୁଣ୍ଡ, ମୋଟ ମୃତ୍ୟୁସଂଖ୍ୟା 721 - କୋରୋନା ମୃତ୍ୟୁ
ରାଜ୍ୟରେ ପୁଣି କରୋନା ନେଲା 11 ଜୀବନ। ରାଜ୍ୟରେ ମୃତ୍ୟୁ ସଂଖ୍ୟା 721ରେ ପହଞ୍ଚିଛି । ଅଧିକ ପଢନ୍ତୁ..
ରାଜ୍ୟରେ ପୁଣି କରୋନା ନେଲା 11 ଜୀବନ। ରାଜ୍ୟରେ ମୃତ୍ୟୁ ସଂଖ୍ୟା 721
କୋରୋନା ଆକ୍ରାନ୍ତ ସଂଖ୍ୟା ଲଗାତାର ଦୈନିକ 4 ହଜାର ପାର କରିବା ସହ ମୃତ୍ୟୁ ସଂଖ୍ୟା ବି ବଢୁଛି । ଏବେ ସୁଦ୍ଧା ମହାମାରୀରେ 721 ଜଣଙ୍କର ମୃତ୍ୟୁ ଘଟିଲାଣି। ଏଥିରେ ବାଲେଶ୍ୱରରେ 65 ବର୍ଷର ପୁରୁଷଙ୍କ ମୃତ୍ୟୁ ଘଟିଥିବା ବେଳେ ଭଦ୍ରକ 68 ବର୍ଷର ପୁରୁଷ , ଭୁବନେଶ୍ୱରର 90 ବର୍ଷର ପୁରୁଷ, ବଲାଙ୍ଗୀରର 42 ବର୍ଷର ମହିଳା, 60 ବର୍ଷର ପୁରୁଷ, ଗଂଜାମର 70 ଓ 77 ବର୍ଷର ପୁରୁଷ ମୃତ୍ୟୁ ଘଟିଛି। ଅନ୍ୟପଟେ ମାଲକାନଗିରିରେ 54 ବର୍ଷ ଓ 40 ବର୍ଷର ପୁରୁଷ ଓ ପୁରୀରେ 51 ବର୍ଷର ପୁରୁଷ ପ୍ରାଣ ହରାଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ