ଓଡିଶା

odisha

ETV Bharat / city

Council Minister Meeting: ମନ୍ତ୍ରୀ ପରିଷଦ ବୈଠକରେ ପୂର୍ଣ୍ଣକାଳୀନ ବଜେଟକୁ ଅନୁମୋଦନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ମନ୍ତ୍ରୀ ପରିଷଦ ବୈଠକ । ନବୀନ ପଟ୍ଟନାୟକ ନିଜ 5ମ ପାଳିର ଦ୍ବିତୀୟ ଥର ମନ୍ତ୍ରୀମଣ୍ଡଳ ପୁନଃର୍ଗଠନ କରିସାରିଛନ୍ତି । ନୂଆ ମନ୍ତ୍ରୀ ମଣ୍ଡଳ ପୁନଃର୍ଗଠନ ପରେ ଆଜି ପ୍ରଥମ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା । ଅଧିକ ପଢନ୍ତୁ

By

Published : Jun 17, 2022, 7:37 PM IST

CouncilCouncil Minister Meeting Minister Meeting
Council Minister Meeting

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ମନ୍ତ୍ରୀ ପରିଷଦ ବୈଠକ । ନବୀନ ପଟ୍ଟନାୟକ ନିଜ 5ମ ପାଳିର ଦ୍ବିତୀୟ ଥର ମନ୍ତ୍ରୀମଣ୍ଡଳ ପୁନଃର୍ଗଠନ କରିସାରିଛନ୍ତି । ନୂଆ ମନ୍ତ୍ରୀ ମଣ୍ଡଳ ପୁନଃର୍ଗଠନ ପରେ ଆଜି ପ୍ରଥମ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା । ମନ୍ତ୍ରୀ ପରିଷଦ ବୈଠକରେ ପୂର୍ଣ୍ଣକାଳୀନ ବଜେଟକୁ ଅନୁମୋଦନ ମିଳିଛି । ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ପ୍ରତିଶୃତି ଅକ୍ଷରେ ଅକ୍ଷରେ ପାଳନ କରିବାକୁ ମନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ABOUT THE AUTHOR

...view details