ରାଜ୍ୟକୁ ଫେରିବାକୁ ଥିବା ପ୍ରବାସୀ ଓଡିଆଙ୍କ ପଞ୍ଜିକରଣ ବାଧ୍ୟତାମୂଳକ । covid19.odisha.gov.inରେ ଫର୍ମ ଉପଲବ୍ଧ । ପଞ୍ଜିକରଣ ପାଇଁ ଲୋଡା ଆଧାର ଓ ମୋବାଇଲ ନମ୍ବର ।
ପ୍ରବାସୀ ଓଡିଆଙ୍କ ପଞ୍ଜିକରଣ ବାଧ୍ୟତାମୂଳକ - ନୀତିକାନ୍ତି
odisha-corona-update
18:39 April 25
ପଞ୍ଜିକରଣ ବାଧ୍ୟତାମୂଳକ
09:40 April 25
ମେଘନାଦ ପାଚେରୀ ଭିତରେ ନୀତିକାନ୍ତି
ପୁରୀ: ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟ ତୃତୀୟା ନୀତି । ଶଙ୍କରାଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବାହାରିଛି ଏହି ନିଷ୍କର୍ଷ । ସେହିପରି ଚନ୍ଦନଯାତ୍ରା ହେବା ନେଇ ମଧ୍ୟ ନିଷ୍ପତି ହୋଇଛି । ସରକାରୀ ନିୟମ ପାଳନ କରି ସମସ୍ତ ନୀତିକାନ୍ତି କରାଯିବ । ସକଡାଉନ ପରେ ରଥଯାତ୍ରା ହେବା ନେଇ ବୈଠକ ବସିବ ବୋଲି କହିଛନ୍ତି ଗଜପତି ମହାରାଜା ।
Last Updated : Apr 25, 2020, 6:55 PM IST