ଓଡିଶା

odisha

ETV Bharat / city

ଯୁବପୀଢିଙ୍କୁ ଆଶ୍ବସ୍ତି: ଶିକ୍ଷା, ଦକ୍ଷତା ବିକାଶ ଓ ନିଯୁକ୍ତିକୁ ନିରଞ୍ଜନଙ୍କ ଗୁରୁତ୍ବ - skill development

ବଜେଟରେ ନିଯୁକ୍ତିକୁ ଗୁରୁତ୍ବ ଦେଇଛନ୍ତି ସରକାର । ଯେଉଁ ଯୋଜନା ଗୁଡିକରେ ଅଧିକ ନିଯୁକ୍ତି ସୃଷ୍ଟି ହେବ ସେଗୁଡିକୁ ଅଧିକ ବ୍ୟୟ ବରାଦ କରାଯାଇଛି ।

ଡିଜାଇନ ଫଟୋ

By

Published : Jun 28, 2019, 9:22 PM IST

Updated : Jun 29, 2019, 4:11 PM IST

ଭୁବନେଶ୍ବର: ରାଜ୍ୟ ବଜେଟରେ ନିଯୁକ୍ତିକୁ ଗୁରୁତ୍ବ ଦେଇଛନ୍ତି ସରକାର । ଯେଉଁ ଯୋଜନା ଗୁଡିକରେ ଅଧିକ ନିଯୁକ୍ତି ସୃଷ୍ଟି ହେବ ସେଗୁଡିକୁ ଅଧିକ ବ୍ୟୟ ବରାଦ କରାଯାଇଛି । ବିଶେଷ କରି ମନେରଗା ପାଇଁ 500 କୋଟି ଓ ଏମଏସଏମଇ ପାଇଁ 192 କୋଟି ବ୍ୟୟବରାଦ ହୋଇଛି ।

ଏହା ସହ ଗରିବ ପରିବାରକୁ ଜୀବନ ଜୀବିକା ଦେବାକୁ 580 କୋଟି ବରାଦ ହୋଇଛି । ତେବେ ସମୁଦାୟ ଶିକ୍ଷା, ଦକ୍ଷତା ବିକାଶ ଓ ନିଯୁକ୍ତି ପାଇଁ 19,492 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ଏହା ବାଦ ରୋଜଗାର ସୃଷ୍ଟି କରୁଥିବା ଅନେକ ଯୋଜନାକୁ ପ୍ରାଧାନ୍ୟ ଦିଆଯାଇଛି ।

  • ମନେରଗା ପାଇଁ 500 କୋଟି
  • ଏମଏସଏମଇ ପାଇଁ 192 କୋଟି
  • ଗରିବ ପରିବାରକୁ ଜୀବନ ଜୀବିକା ଦେବାକୁ 580 କୋଟି ବରାଦ
  • ସମୁଦାୟ ଶିକ୍ଷା, ଦକ୍ଷତା ବିକାଶ ଓ ନିଯୁକ୍ତି ପାଇଁ 19492 କୋଟି
  • ସ୍ବତନ୍ତ୍ର ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୩୧୩ କୋଟି ଟଙ୍କା
  • ସ୍ଵଚ୍ଛ ଭାରତ ମିଶନ ପାଇଁ ୨ ହଜାର ୮୦୦ କୋଟି ଟଙ୍କା
  • SC/ST ବିକାଶ ପାଇଁ ୨୩ ହଜାର ୭୬୦ କୋଟିର ବ୍ୟୟ ବରାଦ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 29, 2019, 4:11 PM IST

ABOUT THE AUTHOR

...view details