ଭୁବନେଶ୍ବର: ରାଜ୍ୟ ସରକାର ଆଶ୍ୱସ୍ତ। ଲଗାତର ଦ୍ଵିତୀୟ ଦିନ ପାଇଁ ରାଜ୍ୟରେ କୌଣସି କୋରୋନା ପଜିଟିଭ ନାହିଁ । ଗତକାଲି 843 ସାମ୍ପୁଲ ପରୀକ୍ଷା ହୋଇଥିଲା। ସେଥିରେ ସମସ୍ତ ରିପୋର୍ଟ ନେଗେଟିଭ ରହିଛି ।
ଲଗାତାର ଦ୍ବିତୀୟ ଦିନ ପାଇଁ ରାଜ୍ୟରେ ନାହିଁ କୋରୋନା ପଜିଟିଭି
ରାଜ୍ୟ ପାଇଁ ବଡ ଖବର । ଲଗାତାର ଦ୍ବିତୀୟ ଦିନରେ ବି କୌଣସି କୋରୋନା ସଂକ୍ରମିତ ରିପୋର୍ଟ ନାହିଁ । ଅଧିକ ପଢନ୍ତୁ...
ଲଗାତାର ଦ୍ବିତୀୟ ଦିନ ପାଇଁ ରାଜ୍ୟରେ ନାହିଁ କୋରୋନା ପଜିଟିଭି
ଫଳରେ ରାଜ୍ୟରେ ପଜିଟିଭ ସଂଖ୍ୟା 60 ରେ ସୀମିତ ରହିଛି । ଏଥିମଧ୍ୟରୁ 19 ଜଣ ସୁସ୍ଥ ଅଛନ୍ତି । ଗତ ବୁଧବାର 15 ଏପ୍ରିଲ ଗୋଟିଏ ଦିନରେ 1197ଟି ନମୁନା ପରୀକ୍ଷା ହୋଇଥିଲା । ସମସ୍ତ ରିପୋର୍ଟ ନେଗେଟିଭ ରହିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ