ଓଡିଶା

odisha

ବିରାଟ ବିଜୟ ପରେ ରୀତାଙ୍କୁ ନବୀନଙ୍କ ଶୁଭେଚ୍ଛା

ଦଳୀୟ ପ୍ରାର୍ଥୀଙ୍କ ବିଜୟ ପରେ ନବୀନଙ୍କ ଶୁଭେଚ୍ଛା ।

By

Published : Oct 24, 2019, 1:27 PM IST

Published : Oct 24, 2019, 1:27 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ବିଜେପୁରରେ ଉପ-ନିର୍ବାଚନରେ ବିଜେଡିର ବିଶାଳ ବିଜୟ । ଦଳୀୟ ପ୍ରାର୍ଥିନୀ ରୀତା ସାହୁ ମୋଟ 1,35,949 ଖଣ୍ଡ ଭୋଟ ପାଇଥିବା ବେଳେ 97994 ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ରାତୀ ସାହୁଙ୍କ ଏହି ବୃହତ ବିଜୟରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ରୀତା ସାହୁଙ୍କୁ ବିଜୟ ପାଇଁ ଫୋନ ଯୋଗେ ଶୁଭେଛା ଜଣାଇଛନ୍ତି ।


ଭୁବନେଶ୍ବରରୁ ଅଜିତ ଦାସ, ଇଟିଭି ଭାରତ

ABOUT THE AUTHOR

...view details