ଓଡିଶା

odisha

By

Published : Nov 16, 2020, 9:55 AM IST

ETV Bharat / city

ଆଜି ଜାତୀୟ ପ୍ରେସ ଦିବସ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଜାତୀୟ ପ୍ରେସ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକ ଓ ଗଣମାଧ୍ୟମ କର୍ମୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଅଧିକ ଖବର ପଢନ୍ତୁ...

ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଗଣମାଧ୍ୟମ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଗଣମାଧ୍ୟମ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: ଆଜି ଜାତୀୟ ପ୍ରେସ ଦିବସ । ସମସ୍ତ ସାମ୍ବାଦିକ ଓ ମିଡିଆ ପର୍ସନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବିଧାନର ଚତୁର୍ଥ ସ୍ତମ୍ଭ ସର୍ବଦା ସତ୍ୟ, ମୁକ୍ତ, ନିରପେକ୍ଷ ଏବଂ ସ୍ବାଧୀନ ଭାବେ ଖବର ପରିବେଷଣ ପାଇଁ ପ୍ରତିଜ୍ଞାବଦ୍ଧ ହେବାକୁ ନବୀନ ଆହ୍ବାନ ଦେଇଛନ୍ତି ।

ଦେଶର ପ୍ରତି ବର୍ଷ ନଭେମ୍ବର ୧୬ ତାରିଖକୁ ଜାତୀୟ ପ୍ରେସ ଦିବସ ରୂପେ ପାଳନ କରାଯାଇଥାଏ । ଏହି ଦିନ ପ୍ରେସର ସ୍ୱାଧୀନତା ଓ ସମାଜ ପ୍ରତି ତାଙ୍କର କର୍ତ୍ତବ୍ୟକୁ ସୂଚାଇଥାଏ ।

ABOUT THE AUTHOR

...view details