ଓଡିଶା

odisha

ସନ୍ନୀ ମେହେଟ୍ଟାଙ୍କ ବିୟୋଗରେ ନବୀନଙ୍କୁ ସମବେଦନା ଜଣାଇଲେ ମୋଦି

ସନ୍ନୀ ମେହେଟ୍ଟାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେବା ସହ ଟ୍ବିଟ କରି ସମବେଦନା ଜଣାଇଛନ୍ତି ।

By

Published : Dec 31, 2019, 7:20 PM IST

Published : Dec 31, 2019, 7:20 PM IST

modi express condolences towards chiefminister Naveen pattanaik
ସନ୍ନୀ ମେହେଟ୍ଟାଙ୍କ ବିୟୋଗରେ ନବୀନଙ୍କୁ ସମବେଦନା ଜଣାଇଲେ ମୋଦି

ଭୁବନେଶ୍ବର: ସନ୍ନୀ ମେହେଟ୍ଟାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହେବା ସହ ଟ୍ବିଟ କରି ସମବେଦନା ଜଣାଇଛନ୍ତି । ଆଜି(ମଙ୍ଗଳବାର) ସନ୍ଧ୍ୟାରେ ଫୋନ କରି ନବୀନ ପଟ୍ଟନାୟକଙ୍କ ସହ କଥା ହେଇଛନ୍ତି ମୋଦି ।

ସନ୍ନୀ ମେହେଟ୍ଟାଙ୍କ ବିୟୋଗରେ ନବୀନଙ୍କୁ ସମବେଦନା ଜଣାଇଲେ ମୋଦି

ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ଗୀତା ମେହେଟ୍ଟାଙ୍କ ସ୍ବାମୀ ହେଉଛନ୍ତି ସନ୍ନି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ଏନେଇ ନବୀନ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details