ଓଡିଶା

odisha

ETV Bharat / city

ସମ୍ବଲପୁର ଧାନ କିଣାରେ ଅନିୟମିତତା, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ - sambalpur tokan

ଜିଲ୍ଲାରେ ଧାନ କିଣାରେ ହୋଇଥିବା ଅବ୍ୟବସ୍ଥା ନେଇ ତଦନ୍ତ ନିର୍ଦ୍ଦେଶ ଦେଲେ ଯୋଗାଣ ମନ୍ତ୍ରୀ । ଅଧିକ ପଢନ୍ତୁ...

ସମ୍ବଲପୁର ଧାନ କିଣାରେ ଅନିୟମିତତା, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ
ସମ୍ବଲପୁର ଧାନ କିଣାରେ ଅନିୟମିତତା, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

By

Published : Nov 17, 2020, 2:35 PM IST

ଭୁବନେଶ୍ବର: ସମ୍ବଲପୁର ଜିଲ୍ଲାରେ ଧାନ କିଣାରେ ହୋଇଥିବା ଅବ୍ୟବସ୍ଥା ନେଇ ଖପ୍ପା ଯୋଗାଣ ମନ୍ତ୍ରୀ। ଟୋକାନ ବଣ୍ଟନରେ ତ୍ରୁଟି ହୋଇଥିବାରୁ କିଛି ସମସ୍ୟା ଦେଖାଦେଇଛି। ତେବେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ। 12ରୁ ଧାନ କିଣା ପାଇଁ ପ୍ରାଥମିକ କେନ୍ଦ୍ର ଗୁଡିକ ଖୋଲା ରହିଥିଲା। 53 ହଜାର 147 ଚାଷୀ ପଞ୍ଜିକରଣ କରିଛନ୍ତି।

ସମ୍ବଲପୁର ଧାନ କିଣାରେ ଅନିୟମିତତା, ତଦନ୍ତ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details