ଭୁବନେଶ୍ବର: ଦାୟିତ୍ବ ନେଲେ ନୂଆ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ସମାଜସେବୀ ତଥା ଆଇନଜୀବୀ ମିନତୀ ବେହେରା ଅଧ୍ୟକ୍ଷା ପଦରେ ଦାୟିତ୍ବ ନେଇଛନ୍ତି । ଦାୟିତ୍ବ ନେବା ପରେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ନିଜ ପ୍ରତିକ୍ରିୟା ରଖିଛନ୍ତି ।
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଭାବେ ଦାୟିତ୍ବ ନେଲେ ମିନତୀ ବେହେରା
ଦାୟିତ୍ବ ନେଲେ ନୂଆ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ସମାଜସେବୀ ତଥା ଆଇନଜୀବୀ ମିନତୀ ବେହେରା ଅଧ୍ୟକ୍ଷା ପଦରେ ଦାୟିତ୍ବ ନେଇଛନ୍ତି ।
ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
ମହିଳାଙ୍କ ସମସ୍ୟାକୁ ରାଜନୀତିକରଣ ନକରିବାକୁ ପରାମର୍ଶ ଦେବା ସହ ଆଇନର ପରିଧି ମଧ୍ୟରେ ମହିଳାଙ୍କୁ ନ୍ୟାୟ ଦେବାକୁ ସେ ଉଦ୍ୟମ କରିବେ ବୋଲି କହିଛନ୍ତି । ତେବେ ବହୁ ଦିନରୁ ଖାଲି ପଡ଼ିଥିବା ଏହି ପଦବୀରେ ଅଧ୍ୟକ୍ଷା ଭାବେ ମିନତୀ ବେହେରାଙ୍କୁ ନିଯୁକ୍ତ କରିଛନ୍ତି ସରକାର ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ