ଓଡିଶା

odisha

ETV Bharat / city

ଅଜିତା ପକ୍ଷରୁ ଜୀବିକା ନିର୍ବାହ କେନ୍ଦ୍ର ଉଦଘାଟିତ

ଚକେଇସିଆଣି ଠାରେ ଅଜିତା ତରଫରୁ ଏକ ଜୀବିକା ନିର୍ବାହ କେନ୍ଦ୍ର ଉଦାଘଟନ ହୋଇଛି । ଯେଉଁଠି ଖଲିପତ୍ର ତିଆରି କରାଯିବ । ଆଉ ଏହାକୁ ବିକ୍ରି କରି ସ୍ବାବଲମ୍ବୀ ହେବେ ମହିଳା । ଅଧିକ ପଢନ୍ତୁ...

By

Published : Apr 7, 2021, 8:26 AM IST

ଅଜିତା ପକ୍ଷରୁ ଜୀବିକା ନିର୍ବାହ କେନ୍ଦ୍ର ଉଦଘାଟିତ
ଅଜିତା ପକ୍ଷରୁ ଜୀବିକା ନିର୍ବାହ କେନ୍ଦ୍ର ଉଦଘାଟିତ

ଭୁବନେଶ୍ବର: ମଙ୍ଗଳବାର ଭୁବନେଶ୍ବରର ୫ ନମ୍ବର ୱାର୍ଡ ଚକେଇସିଆଣି ଠାରେ ଅଜିତା ପକ୍ଷରୁ ଏକ ଜୀବିକା ନିର୍ବାହ କେନ୍ଦ୍ରର ଉଦଘାଟନ କରାଯାଇଛି । ସାଂସଦ ତଥା ଅଜିତାର ଉପଦେଷ୍ଟା ଅପରାଜିତା ଷଡ଼ଙ୍ଗୀ ଏହାକୁ ଉଦଘାଟନ କରିଛନ୍ତି ।

ଅଜିତା ପକ୍ଷରୁ ଜୀବିକା ନିର୍ବାହ କେନ୍ଦ୍ର ଉଦଘାଟିତ

ସୂଚନା ମୁତାବକ, ଅଜିତା ଏକ ରାଜନୈତିକ ମହିଳା ମାନଙ୍କର ସଂଗଠନ । ଏଥିରେ ମହିଳା ମାନେ ସ୍ବାବଲମ୍ବୀ ହେବା ସହ ସୁରକ୍ଷା ପାଇପାରିବେ l 36 ଜଣ ମହିଳା ଏଥିରେ କାମ କରିବେ, ସେମାନଙ୍କୁ ସମସ୍ତ ସାମଗ୍ରୀ ଯୋଗାଇ ଦିଆଯିବ । ଏହା 4 ଲକ୍ଷ ଟଙ୍କାର ପ୍ରୋଜେକ୍ଟ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details