ଓଡିଶା

odisha

ETV Bharat / city

ବଞ୍ଚିଯିବ ଅମୂଲ୍ୟ ଜୀବନ, ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ମିଳିବ ଆଗୁଆ ସୂଚନା - ବଜ୍ରପାତ ଆଲର୍ଟ

ପ୍ରକୃତି ଆଗରେ ସମସ୍ତେ ନାଚାର। ଅନେକ ସମୟରେ ପ୍ରକୃତି ଉଗ୍ର ରୂପ ଧାରଣ କରେ ଯାହାର କରୁଣ ପରିଣତି ମଣିଷକୁ ଭୋଗିବାକୁ ପଡେ। ତେବେ ଆଗକୁ କୌଣସି ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଅଗ୍ରୀମ ସୂଚନା ମିଳିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା ନୂତନ ଆପ୍ସ।

ରହିଯିବ ଅମୂଲ୍ୟ ଜୀବନ, ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ମିଳିବ ଆଗୁଆ ସୂଚନା
ରହିଯିବ ଅମୂଲ୍ୟ ଜୀବନ, ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ମିଳିବ ଆଗୁଆ ସୂଚନା

By

Published : Sep 5, 2020, 8:44 AM IST

ଭୁବନେଶ୍ବର: ପ୍ରକୃତି ଆଗରେ ସମସ୍ତେ ନାଚାର। ଅନେକ ସମୟରେ ପ୍ରକୃତି ଉଗ୍ର ରୂପ ଧାରଣ କରେ ଯାହାର କରୁଣ ପରିଣତି ମଣିଷକୁ ଭୋଗିବାକୁ ପଡେ। ପ୍ରତ୍ୟେକ ବର୍ଷ ପ୍ରାକୃତିକ ଦୁର୍ବିପାକରେ ଚାଲିଯାଉଛି ହଜାର ହଜାର ଜୀବନ। ଅକସ୍ମାତ ବଜ୍ରପାତରେ ଅନେକ ନିଜର ଜୀବନ ହରାଉଛନ୍ତି।

ତେବେ ଆଗକୁ କୌଣସି ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଅଗ୍ରୀମ ସୂଚନା ମିଳିବ। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା ନୂତନ ଆପ୍ସ।

ସେହି ସମସ୍ତ ଆପ୍ ଗୁଡିକ ହେଲା ମୌସମ ଆପ-ପୂର୍ବାନୁମାନ ଓ ସତର୍କ ସୂଚନା। ଦାମିନି ଆପ-ବଜ୍ରପାତ ଆଲର୍ଟ। ମେଘଦୂତ ଆପ-କୃଷି ନିର୍ଦ୍ଧେଶନାମା ସେବା ଉଭୟ ଆଣ୍ଡ୍ରାୟଡ଼ ଏବଂ ଆଇଓଏସ ଆପ୍ସ ମାଧ୍ୟମରେ ସୂଚନା ମିଳିବ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details