ଓଡିଶା

odisha

ETV Bharat / city

ସ୍ଥଗିତ ହେଲା 'ଚନ୍ଦ୍ରଯାନ-୨', ଜାଣନ୍ତୁ କାହିଁକି... - called off

ଶେଷ ମୁହୁର୍ତ୍ତରେ ସ୍ଥଗିତ ହେଲା ଇସ୍ରୋର ମହତ୍ତ୍ବକାଂକ୍ଷୀ ମିଶନ 'ଚନ୍ଦ୍ରଯାନ-୨’ । ଲଞ୍ଚିଙ୍ଗର ମାତ୍ର କେଇ ମିନଟ ପୂର୍ବରୁ ପରିଲକ୍ଷିତ ହେଲା କିଛି ତ୍ରୁଟି । ତେବେ ଏ ନେଇ କଣ କହୁଛନ୍ତି ଭୁବନେଶ୍ୱର ସେଣ୍ଟ୍ରାଲ ଟୁଲ ରୁମ ଓ ଟ୍ରେନିଙ୍ଗ ର ମୁଖ୍ୟ, ଶୁଣନ୍ତୁ ..

ଫଟୋ ସୌଜନ୍ୟ-ପ୍ରତିନିଧି, ଭୁବନେଶ୍ବର

By

Published : Jul 15, 2019, 7:06 PM IST

Updated : Jul 15, 2019, 7:17 PM IST

ଭୁବନେଶ୍ବର: ଇତିହାସ ରଚିବାର 56 ମିନିଟ ପୂର୍ବରୁ ସ୍ଥଗିତ ହେଲା 'ଚନ୍ଦ୍ରଯାନ-୨' । ତେବେ କଣ ଏପରି ତ୍ରୁଟି ରହିଥିଲା ? ଯେଉଁଥିପାଇଁ ଭାରତୀୟ ମହକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଏପରି ବିରଳ ଅଭିଯାନରେ ବ୍ରେକ ମାରିବାକୁ ପଡିଲା । ଜାଣନ୍ତୁ ଏ ନେଇ କଣ କହୁଛନ୍ତି ଭୁବନେଶ୍ୱର ସେଣ୍ଟ୍ରାଲ ଟୁଲ ରୁମ ଓ ଟ୍ରେନିଙ୍ଗ ର ମୁଖ୍ୟ ଶିବାଶିଷ ମାଇଟି।

ଭିଡିଓ ସୌଜନ୍ୟ-ପ୍ରତିନିଧି, ଭୁବନେଶ୍ବର


ଲଞ୍ଚ ଭେଇକିଲରେ ଯାନ୍ତ୍ରିକ ତ୍ରୁଟି କାରଣରୁ 'ଚନ୍ଦ୍ରଯାନ-୨'କୁ ଉତକ୍ଷେପଣକୁ ସ୍ଥଗିତ କରାଗଲା । ତେବେ ବର୍ତ୍ତମାନ ଏହି ଭେଇକିଲରେ କଣ ତ୍ରୁଟି ରହିଛି ତାର ବାସ୍ତବତାକୁ ଇସ୍ରୋ ବୈଜ୍ଞାନିକ ପରୀକ୍ଷା କରାଯିବ । ଏହା ପରେ ପୁଣି ଏହାକୁ ଲଞ୍ଚ କରାଯିବ ବୋଲି ସିଟିଟିସି ନିର୍ଦ୍ଦେଶକ କହିଛନ୍ତି ।

ପ୍ରକାଶ ଥାଉ ଯେ, ଭୁବନେଶ୍ବର ସେଣ୍ଟ୍ରାଲ ଟୁଲ ରୁମ ଓ ଟ୍ରେନିଙ୍ଗ ରୁ ଅନେକ ଗୁଡିଏ ଯନ୍ତ୍ର ତିଆରି କରି ପଠାଯାଇଛି।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Jul 15, 2019, 7:17 PM IST

ABOUT THE AUTHOR

...view details