ଓଡିଶା

odisha

By

Published : Jun 26, 2022, 7:38 AM IST

Updated : Jun 26, 2022, 10:55 AM IST

ETV Bharat / city

Vegetable Price Today: ଖାଉଟିଙ୍କ ଚିନ୍ତା ବଢାଇଛି ପରିବା ଦର, ଜାଣନ୍ତୁ କେଉଁଠି କେତେ

ଲେମ୍ବୁ ଦାମ ସାଧାରଣ ଲୋକଙ୍କ ବଜେଟକୁ ଖଟ୍ଟା କରିଛି । ସେପଟେ ଗୃହିଣୀଙ୍କୁ ଟେନସନ ଦେଉଛି ଟମାଟୋ । ରୋଷେଇ ଘର ଉପରେ ମହଙ୍ଗା ମାଡ଼ ହୋଇଥିବା ବେଳେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ?

ଖାଉଟିଙ୍କ ଚିନ୍ତା ବଢାଇଛି ପରିବା ଦର,ଜାଣନ୍ତୁ କେଉଁଠି କେତେ
ଖାଉଟିଙ୍କ ଚିନ୍ତା ବଢାଇଛି ପରିବା ଦର,ଜାଣନ୍ତୁ କେଉଁଠି କେତେ

ଭୁବନେଶ୍ବର: ବଜାରରେ ଆକାଶ ଛୁଆଁ ହୋଇଛି ଦରଦାମ । ବାଦ୍‌ ପଡିନାହିଁ ପନିପରିବା । ପରିବା ଦର ଏବେ ଗ୍ରାହକଙ୍କ ପକେଟ ଜାଳୁଛି । ଯାହାକୁ ଦେଖି ଗ୍ରାହକ କେଜି ବଦଳରେ ୨୫୦ ଗ୍ରାମ ପରିବା ଆଣୁଛନ୍ତି । ମଧ୍ୟବିତ୍ତ ପରିବାରଙ୍କ ଅବସ୍ଥା ଏପରି ଥିବା ବେଳେ ଗରିବ ଶ୍ରେଣୀଙ୍କ କଥା ନ କହିବା ଭଲ । ଆଗରୁ ଯେଉଁ ସାପ୍ତାହିକ ହାଟରେ ଗ୍ରାହକଙ୍କ ଭିଡ଼ ଜମୁଥିଲା ଏବେ ତାହା ହୋଇଛି ଖାଁ ଖାଁ । ଲେମ୍ବୁ ଦାମ ସାଧାରଣ ଲୋକଙ୍କ ବଜେଟକୁ ଖଟ୍ଟା କରିଛି । ସେପଟେ ଗୃହିଣୀଙ୍କୁ ଟେନସନ ଦେଉଛି ଟମାଟୋ । ରୋଷେଇ ଘର ଉପରେ ମହଙ୍ଗା ମାଡ଼ ହୋଇଥିବା ବେଳେ ଆସନ୍ତୁ ଜାଣିବା ଆଜି ରାଜ୍ୟର ପ୍ରମୁଖ ସହରରେ କେତେ ରହିଛି ପରିବା ଦର ?

ଖାଉଟିଙ୍କ ଚିନ୍ତା ବଢାଇଛି ପରିବା ଦର, ଜାଣନ୍ତୁ କେଉଁଠି କେତେ
ଖାଉଟିଙ୍କ ଚିନ୍ତା ବଢାଇଛି ପରିବା ଦର,ଜାଣନ୍ତୁ କେଉଁଠି କେତେ
Last Updated : Jun 26, 2022, 10:55 AM IST

ABOUT THE AUTHOR

...view details