ଓଡିଶା

odisha

ETV Bharat / city

ବେଆଇନ ଖଣି ଦୁର୍ନୀତି ମାମଲା: STF ନିକଟରେ ହାଜର ହେଲେ ଖୋର୍ଦ୍ଧା ତହସିଲଦାର ଓ IIC - bhubaneswar news

ଏସଟିଏଫ ସ୍କାନରରେ ଖୋର୍ଦ୍ଧା ତହସିଲଦାର ଶୁଭେନ୍ଦ୍ର ସାମଲ ଓ ସଦର ଆଇଆଇସି ବିକ୍ରମ କେଶରୀ ଜେନା । ବେଆଇନ ଖଣି ଖନନ ମାମଲାରେ ନୋଟିସ ଆଧାରରେ ହାଜର ହୋଇଛନ୍ତି ଏହି ଦୁଇ ଅଧିକାରୀ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Aug 17, 2019, 12:42 PM IST

ଭୁବନେଶ୍ବର: ଏସଟିଏଫରେ ହାଜର ହେଲେ ଖୋର୍ଦ୍ଧା ତହସିଲଦାର ଶୁଭେନ୍ଦ୍ର ସାମଲ ଓ ସଦର ଆଇଆଇସି ବିକ୍ରମ କେଶରୀ ଜେନା । ବେଆଇନ ଖଣି ଖନନ ମାମଲାରେ ନୋଟିସ ଆଧାରରେ ହାଜର ହୋଇଛନ୍ତି ଏହି ଦୁଇ ଅଧିକାରୀ ।

ପୂର୍ବରୁ ବେଆଇନ ଖଣି ମାମଲାରେ ଏସଟିଏଫ ଅନେକ ଅପରାଧୀଙ୍କୁ ଗିରଫ କରିଥିବାବେଳେ ସେମାନଙ୍କ ଲିଙ୍କରେ ଦୁଇ ଅଧିକାରୀଙ୍କୁ ଆଜି ଜେରା କରିବ ଏସଟିଏଫ ଟିମ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
ତେବେ କିପରି ଏତେଦିନ ଧରି ସେଠାରେ ବେଆଇନ ଖଣି ଖନନ ଭଳି କାର୍ଯ୍ୟ ଚାଲୁଥିଲେ ବି ଏମାନେ ଚୁପ ରହିଥିଲେ । ଏହା ପଛର କାରଣ କଣ ସେ ସମ୍ପର୍କରେ ଖୋଳତାଡ କରିବ ଏସଟିଏଫ ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details