ଓଡିଶା

odisha

ETV Bharat / city

ରାଜ୍ୟର ସମସ୍ତ ମଠକୁ 5ଏକର ଜମି ଦିଆଯାଉ: କଳିଙ୍ଗ ସେନା

ଏ ସରକାରକୁ ଧର୍ମ ଦଣ୍ଡ ଦେବ । ସାରା ରାଜ୍ୟରେ ଏକ ହଜାରରୁ ଅଧିକ ମଠ ଭଙ୍ଗା ଗଲାଣି ।

By

Published : Sep 11, 2019, 10:45 PM IST

Updated : Sep 12, 2019, 8:39 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ ସାଧୁ, ସନ୍ଥ, ମଠ ମନ୍ଦିର କେହି ବି ସୁରକ୍ଷିତ ନୁହଁନ୍ତି । ରାଜ୍ୟ ସରକାର ସଂସ୍କୃତି ଓ ପରମ୍ପରାକୁ ବିଲୋପ କରିବାକୁ ବସିଛନ୍ତି । ଯେଉଁଥି ପାଇଁ ପୁରୀରେ ମଠକୁ ବେଆଇନ ଭାବେ ଉଚ୍ଛେଦ କରୁଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେଣୁ ଆଗାମୀ ଦିନରେ ସମସ୍ତ ସାଧୁ, ସନ୍ଥ, ମୁନି ଋଷିଙ୍କୁ ନେଇ ଏକ ବିରାଟ ଧର୍ମ ଜାଗରଣ କରାଯିବ ବୋଲି କହିଛି କଳିଙ୍ଗ ସେନା । ଏହା ସହ ସେନା ଦାବି କରିଛି ରାଜ୍ୟ ସରକାର ସମସ୍ତ ମଠକୁ 5 ଏକର ଜମି ପ୍ରଦାନ କରନ୍ତୁ ବୋଲି ଦାବି କରିଛି କଳିଙ୍ଗ ସେନା।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Sep 12, 2019, 8:39 AM IST

ABOUT THE AUTHOR

...view details