ଭୁବନେଶ୍ବର: ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଜେଇଇ ମେନ ପରୀକ୍ଷାରେ ଓଡ଼ିଶାର ଛାତ୍ର ସୌରଭ ସୌମ୍ୟକାନ୍ତ ଦାସ ଟପ୍ପର। ପରୀକ୍ଷାରେ 99.99 ଶତକଡା ନମ୍ବର ରଖି ସେ ଓଡିଶା ଟପ୍ପର ହୋଇଛନ୍ତି।
ସଫଳତାର ଚାବିକାଠି ସ୍ମାର୍ଟ ୱାର୍କ: ଜେଇଇ ମେନ ଓଡିଶା ଟପ୍ପର ସୌରଭ - jee-main-odisha-topper-sourav
ସର୍ବଭାରତୟ ସ୍ତରରେ ଅନୁଷ୍ଠିତ ହୋଇଥିବା ଜେଇଇ ମେନ ପରୀକ୍ଷାରେ ଓଡ଼ିଶାର ଛାତ୍ର ସୌରଭ ସୌମ୍ୟକାନ୍ତ ଦାସ 99.99 ଶତକଡା ନମ୍ବର ରଖି ଓଡିଶା ଟପ୍ପର ହୋଇଛନ୍ତି। ଅଧିକ ଖବର ପଢନ୍ତୁ...
ହାର୍ଡ ୱାର୍କ ଓ ସ୍ମାର୍ଟ ୱାର୍କ ସଫଳତାର ଚାବିକାଠି: ଜେଇ ମେନ ଓଡିଶା ଟପ୍ପର ସୌରଭ
ସେ ତାଙ୍କର ଏହି ସଫଳତାର ଶ୍ରେୟ କଠିନ ପରିଶ୍ରମ,ପିତା ମାତାଙ୍କ ଆର୍ଶୀବାଦ ଓ ଶିକ୍ଷକଙ୍କୁ ଦେଇଛନ୍ତି। ତାଙ୍କର ଏହି ସଫଳତାର ଯାତ୍ରା କେତେ କଠିନ ଥିଲା, ଆସନ୍ତୁ ଜାଣିବା ଇଟିଭି ଭାରତ ସହ ଏକ ସ୍ବତନ୍ତ୍ର ସାକ୍ଷାତକାରରେ।
ଭୁବନେଶ୍ବରରୁ ବିକାଶ ଦାସ,ଇଟିଭି ଭାରତ