ଭୁବନେଶ୍ବର:HFMଡିଜିଜକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ନୂଆ ଆଉ ଚାରୋଟି ସାମ୍ପୁଲ ଟେଷ୍ଟିଂ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ସ୍ୱାସ୍ଥ୍ୟ ବିଭାଗ ଏହା ଉପରେ ନଜର ରଖିଛନ୍ତି । ତେଣୁ ଜନସାଧାରଣ ଆତଙ୍କିତ ନ ହୋଇ ସତର୍କ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
HFMD ପାଇଁ ନାହିଁ ଔଷଧ, ରୋଗୀଙ୍କ ଉପରେ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
HFM ଡିଜିଜକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ନୂଆ ଆଉ ଚାରୋଟି ସାମ୍ପୁଲ ଟେଷ୍ଟିଂ ପାଇଁ ପଠାଯାଇଥିବା ନେଇ ଦେଲେ ସୂଚନା । ସେପଟେ HFMD ପାଇଁ ସ୍ବାସ୍ଥ୍ୟ ବିଭାଗ ସଚେତନ ଥିବା କହିଲେ । ଅଧିକ ପଢନ୍ତୁ
HFMD ପାଇଁ ନାହିଁ ଔଷଧ, ରୋଗୀଙ୍କ ଉପରେ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ
ସ୍ୱାସ୍ଥ୍ୟ ବିଭାଗ ଏହା ଉପରେ ନଜର ରଖିଛନ୍ତି । ତେଣୁ ଜନସାଧାରଣ ଆତଙ୍କିତ ନ ହୋଇ ସତର୍କ ରୁହନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେହିପରି ବର୍ତ୍ତମାନ ସୁଦ୍ଧା ଆମ ଦେଶରେ ମଙ୍କିପକ୍ସ ଚିହ୍ନଟ ହୋଇନାହିଁ । ତଥାପି ସତର୍କତା ଅବଲମ୍ବନ କରାଯାଉଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ