ଓଡିଶା

odisha

ETV Bharat / city

ଚମକି ମୁକାବିଲା ପାଇଁ ସଜାଗ ଅଛନ୍ତି ରାଜ୍ୟ ସରକାର - bhubaneswar

ବିହାରରେ ଆକ୍ୟୁଟ ଏନ୍‌ସେଫାଲାଇଟିସ୍ ତଥା ଚମକି ଜ୍ବରରେ ଶିଶୁମାନଙ୍କ ମୃତ୍ୟୁ ହେଉଥିବାବେଳେ ରାଜ୍ୟସରକାର ଏନେଇ ସଜାଗ ଅଛନ୍ତି । ଏହାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 19, 2019, 7:52 PM IST

ଭୁବନେଶ୍ବର: ବିହାରରେ ଆକ୍ୟୁଟ ଏନ୍‌ସେଫାଲାଇଟିସ୍ ତଥା ଚମକି ଜ୍ବରରେ ଶିଶୁମାନଙ୍କ ମୃତ୍ୟୁ ହେଉଥିବାବେଳେ ରାଜ୍ୟସରକାର ଏନେଇ ସଜାଗ ଅଛନ୍ତି । ସରକାର ଏହାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଲିଚୁର ମାନ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଯାଏଁ ଗୋଟିଏ ହେଲେବି ସେଭଳି ରିପୋର୍ଟ ଆସିନଥିବା ଜଣାପଡିଛି । ତେବେ ଯଦି ଏଭଳି କିଛି ଓଡିଶାରେ ଦେଖାଯାଏ ତେବେ ଏହାର ମୁକାବିଲା କରିବା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details