ଓଡିଶା

odisha

By

Published : Oct 14, 2019, 2:26 AM IST

ETV Bharat / city

ବେଲବରଣୀ ସହ ଆରମ୍ଭ ହେଲା ଗଜଲଷ୍ମୀଙ୍କ ପୂଜା

ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ପୂଜା ପେଣ୍ଡାଲ ସହ ଆଲୋକ ମାଳା ଝଲସି ଉଠୁଛି । ଧନଦୀତ୍ରୀ ମା' ଲଷ୍ମୀଙ୍କ ଆବାହନ ପାଇଁ ରବିବାର ରାତିରୁ ଆରମ୍ଭ ହୋଇଛି ପୂଜା ବିଧି ।

ବେଲବରଣୀ ସହ ଆରମ୍ଭ ହେଲା ଗଜଲଷ୍ମୀଙ୍କ ପୂଜା

ଭୁବନେଶ୍ବର: ଶାରଦୀୟ ଦୁର୍ଗା ପୂଜା ପରେ ଏବେ ଧରାପୃଷ୍ଠରେ ଅବତରଣ କରିଛନ୍ତି ମା' ଗଜଲଷ୍ମୀ । ମା'ଙ୍କ ଆଗମନରେ ବେଶ ଉତ୍ସବମୁଖର ହୋଇ ଉଠିଛି ରାଜଧାନୀ ଭୁବନେଶ୍ବର ।

ଏନେଇ ବିଭିନ୍ନ ସ୍ଥାନରେ ପୂଜା ପେଣ୍ଡାଲ ସହ ଝଲସି ଉଠୁଛି ଆଲୋକମାଳା । ଧନଦାତ୍ରୀ ମା' ଲଷ୍ମୀଙ୍କ ଆବାହନ ପାଇଁ ରବିବାର ରାତିରୁ ଆରମ୍ଭ ହୋଇଛି ପୂଜା ବିଧି ।

ବେଲବରଣୀ ସହ ଆରମ୍ଭ ହେଲା ଗଜଲଷ୍ମୀଙ୍କ ପୂଜା

ବେଲବରଣୀ ସହ ପୂଜା ଆରମ୍ଭ ହୋଇ ସାରିଥିଲା ବେଳେ ଢୋଲ-ମହୁରୀରେ ଦୁଲୁକୁଛି ସମସ୍ତ ପୂଜା ମଣ୍ଡପ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details