ଓଡିଶା

odisha

ETV Bharat / city

ଗାଡି ଯାଞ୍ଚ ବେଳେ ଏଣିକି ଦେଖାଇ ପାରିବେ ଅନଲାଇନ ଡକ୍ୟୁମେଣ୍ଟ - ଓଡିଶା ପରିବହନ କମିଶନର

ଏଣିକି ଗାଡି କାଗଜପତ୍ର ଯାଞ୍ଚ ବେଳେ ଉଭୟ ଅନଲାଇନ ଓ ପାଖରେ ଥିବା କାଗଜପତ୍ର ଦେଖାଇ ପାରିବେ ଗାଡି ଚାଳକ । ଏନେଇ ପରିବହନ କମିଶନର ଏକ ଚିଠି ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 10, 2019, 11:25 PM IST

ଭୁବନେଶ୍ବର: ଏଣିକି ଗାଡି କାଗଜପତ୍ର ଯାଞ୍ଚ ବେଳେ ଉଭୟ ଅନଲାଇନ ଓ ପାଖରେ ଥିବା କାଗଜପତ୍ର ଦେଖାଇ ହେବ । ଡିଜି ଲକର ଓ ‘ଏମ ପରିବହନ’ ଭଳି ଆପ ଦେଖାଇପାରିବେ ଚାଳକ । ପରିବହନ କମିଶନର ଏନେଇ ଚିଠି ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ।

ବିଶେଷ କରି ଲାଇସେନ୍ସ ଓ ଗାଡିର ରେଜିଷ୍ଟ୍ରେସନ ସାର୍ଟିଫିକେଟ ଏହି ଆପରେ ଉପଲବ୍ଧ ହେଉଛି । ଅନେକ ଗାଡି ଚାଳକ ଏହାକୁ ପ୍ରମାଣ ଭାବେ ଦେଖାଇ ହେବ କି ନାହିଁ ତାକୁ ନେଇ ଦ୍ଵନ୍ଦରେ ପଡ଼ିଥିଲେ । ହେଲେ ନିଜେ ପରିବହନ କମିଶନର ଏହା ସ୍ପଷ୍ଟ କରିଛନ୍ତି । ଏନେଇ ସେ ସବୁ ଏସପି, ଡିସିପି, ଆରଟିଓଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details