ଭୁବନେଶ୍ବର: ଆଜି ଶେଷ ହେବ ପ୍ରଥମ ପର୍ଯ୍ୟାୟ ଟୀକାରଣ । ପ୍ରଥମ ପର୍ଯ୍ୟାୟ ଶେଷ ହେବା ପୂର୍ବରୁ ଦ୍ବିତୀୟ ପର୍ଯ୍ୟାୟ ଟିକା ଦେବା ଆରମ୍ଭ ହୋଇଯାଇଛି । ଘରୋଇ ହସ୍ପିଟାଲରେ ଟିକାକରଣ କରାଯାଉଛି । ଯେଉଁମାନେ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରିଥିଲେ କିମ୍ବା ଲିଖିତ ଭାବେ ଟିକା ନ ନେବାକୁ କହିଥିଲେ ସେମାନଙ୍କ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।
ଆଜି ସରୁଛି ପ୍ରଥମ ପର୍ଯ୍ୟାୟ ଟୀକାକରଣ - ସରୁଛି ପ୍ରଥମ ପର୍ଯ୍ୟାୟ ଟୀକାକରଣ
ଆଜି ରାଜ୍ୟରେ ଶେଷ ହେବ ପ୍ରଥମ ପର୍ଯ୍ୟାୟ ଟୀକାକରଣ । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ତଥା ପ୍ରଣ୍ଟଲାଇନରଙ୍କୁ ଦିଆଯାଇଥିଲା ଟିକା । ଅଧିକ ପଢନ୍ତୁ...
ଆଜି ସରୁଛି ପ୍ରଥମ ପର୍ଯ୍ୟାୟ ଟୀକାକରଣ
ଗତ ମାସ 16 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଦେଶବ୍ୟାପୀ ଟିକାକାରଣର ଶୁଭାରମ୍ଭ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ ତଥା ପ୍ରଣ୍ଟଲାଇନରଙ୍କୁ ଦିଆଯାଇଥିଲା ଟିକା । ମୁଖ୍ୟମନ୍ତ୍ରୀ 3 ଟି ସ୍ଥାନରୁ ଟୀକାକରଣ ସାମିଲ ହୋଇଥିବା ବ୍ୟକ୍ତିଙ୍କ ସଙ୍ଗେ କଥା ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ବରରେ ପ୍ରାୟ 9 ହଜାରରୁ ଊର୍ଦ୍ଧ୍ବ କୋରୋନା ଯୋଦ୍ଧାଙ୍କୁ ଟୀକାକରଣ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ