ଓଡିଶା

odisha

ETV Bharat / city

କୋଭିଡ ହସ୍ପିଟାଲକୁ ଅଗ୍ନିକାଣ୍ଡ ଭୟ, ସମ୍‌ କୋଭିଡ ସେଣ୍ଟରରେ ଫାୟାର ମକ ଡ୍ରିଲ୍

ସମ୍‌ କୋଭିଡ ହସ୍ପିଟାଲରେ ଆରମ୍ଭ ହୋଇଛି ମକ ଡ୍ରିଲ । ଭୁବନେଶ୍ବର ଅଗ୍ନିଶମ ବିଭାଗ ପକ୍ଷରୁ ମକ ଡ୍ରିଲ କରାଯାଇଛି ।

କୋଭିଡ ହସପିଟାଲକୁ ଅଗ୍ନିକାଣ୍ଡ ଭୟ, ସମ୍‌ କୋଭିଡ ସେଣ୍ଟରରେ ଫାୟାର ମକ ଡ୍ରିଲ୍
କୋଭିଡ ହସପିଟାଲକୁ ଅଗ୍ନିକାଣ୍ଡ ଭୟ, ସମ୍‌ କୋଭିଡ ସେଣ୍ଟରରେ ଫାୟାର ମକ ଡ୍ରିଲ୍

By

Published : Sep 22, 2020, 7:57 PM IST

ଭୁବନେଶ୍ବର: କଟକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ଚେତିଲା ପ୍ରଶାସନ। ଏନେଇ ସମ୍‌ କୋଭିଡ ହସ୍ପିଟାଲରେ ଆରମ୍ଭ ହୋଇଛି ମକ ଡ୍ରିଲ ।

କୋଭିଡ ହସପିଟାଲକୁ ଅଗ୍ନିକାଣ୍ଡ ଭୟ, ସମ୍‌ କୋଭିଡ ସେଣ୍ଟରରେ ଫାୟାର ମକ ଡ୍ରିଲ୍

ଭୁବନେଶ୍ବର ଅଗ୍ନିଶମ ବିଭାଗ ପକ୍ଷରୁ ମକ ଡ୍ରିଲ କରାଯାଇଛି । ଯଦି ସେପରି ଅଘଟଣ ଘଟେ ତେବେ ବର୍ତିବା ପାଇଁ ଯେପରି ସୁରକ୍ଷା ପଦକ୍ଷେପ ନିଆଯିବା ଦରକାର ସେପରି କରାଯାଉଛି । ତା ସହିତ ହସ୍ପିଟାଲର କର୍ମକର୍ତ୍ତାଙ୍କୁ ଏନେଇ ସଚେତନ କରାଯାଇଛି ।

ଭୁବନେଶ୍ବରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details