ଓଡିଶା

odisha

ETV Bharat / city

ଭୁବନେଶ୍ୱର ଉପକଣ୍ଠ ପାଣ୍ଡରା ଧୂଳିଆ ପୀଠରେ ଭୟାବହ ଅଗ୍ନିକାଣ୍ଡ

By

Published : Apr 13, 2021, 5:45 PM IST

Updated : Apr 13, 2021, 8:39 PM IST

ଭୁବନେଶ୍ୱର ଉପକଣ୍ଠ ପାଣ୍ଡରା ଧୂଳିଆ ପୀଠରେ ଭୟାବହ ଅଗ୍ନିକାଣ୍ଡ
ଭୁବନେଶ୍ୱର ଉପକଣ୍ଠ ପାଣ୍ଡରା ଧୂଳିଆ ପୀଠରେ ଭୟାବହ ଅଗ୍ନିକାଣ୍ଡ

17:39 April 13

ଭୁବନେଶ୍ୱର ଉପକଣ୍ଠ ପାଣ୍ଡରା ଧୂଳିଆ ପୀଠରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର ଉପକଣ୍ଠ ପାଣ୍ଡରା ଧୂଳିଆ ପୀଠରେ ଭୟାବହ ଅଗ୍ନିକାଣ୍ଡଭୁବନେଶ୍ୱର ଉପକଣ୍ଠ ପାଣ୍ଡରା ଧୂଳିଆ ପୀଠରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ପାଣ୍ଡରା ଧୂଳିଆ ପୀଠରେ ଭୟାବହ ଅଗ୍ନିକାଣ୍ଡ। ଗଦା ହୋଇଥିବା ଅବ୍ୟବହୃତ ପ୍ଲାଷ୍ଟିକ ଓ ପୁରୁଣା ଲଞ୍ଚ ବୋଟ ଫାଇବରରେ ନିଆଁ ଲାଗିଛି। ନିଆଁ ଲାଗିବାର କାରଣ ଏଯାଏ ସ୍ପଷ୍ଟ ହୋଇପାରିନାହିଁ  । ଏଠାରେ ପୁରୁଣାଡଙ୍ଗାର ଭଗ୍ନାବଶେଷ ସାମଗ୍ରୀ ରହିଥିଲା । ଆଜି ଅପରାହ୍ନରେ ନିଆଁ ଲାଗିଥିଲା । ଏଥିରେ ସମସ୍ତ ଡଙ୍ଗା ସାମଗ୍ରୀ ଜଳି ଯାଇଥିଲା । ତେବେ ନିଆଁ କେଉଁ କାରଣରୁ ନିଆଁ ଲାଗିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସେପଟେ ଦୁଇଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ଆଜି ଅପରାହ୍ନରେ ନିଆଁ ଲାଗିଥିଲା । ସେପଟେ ଦୁଇଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ନିଆଁ ଲାଗି ବ୍ୟାପକ ପ୍ଲାଷ୍ଟିକ ଜଳିବା ଫଳରେ ସ୍ଥାନୀୟ ଅଞ୍ଚଳରେ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଦେବସ୍ମିତା ରାଉତ ଓ ତାପସ ପରିଡାଙ୍କ ରିପୋର୍ଟ,  ଇଟିଭି ଭାରତ  

Last Updated : Apr 13, 2021, 8:39 PM IST

ABOUT THE AUTHOR

...view details