ଓଡିଶା

odisha

ETV Bharat / city

୧୫କୋଟି ଠକେଇ ଅଭିଯୋଗ, କୋଲକାତାରୁ ମାସ୍‌ ଇନଫ୍ରା ଚିଟଫଣ୍ଡ ଅଭିଯୁକ୍ତ ଗିରଫ - ଇଓଡବ୍ଲୁ

୧୫କୋଟି ଠକେଇ ଅଭିଯୋଗରେ କୋଲାକାତାରୁ ମାସ୍ ଇନଫ୍ରା ଚିଟଫଣ୍ଡ ଅଭିଯୁକ୍ତକୁ ଗିରଫ କରିଛି EOW । ଅଧିକ ପଢନ୍ତୁ...

୧୫କୋଟି ଠକେଇ ଅଭିଯୋଗ, କୋଲକାତାରୁ ମାସ୍‌ ଇନଫ୍ରା ଚିଟଫଣ୍ଡ ଅଭିଯୁକ୍ତ ଗିରଫ
୧୫କୋଟି ଠକେଇ ଅଭିଯୋଗ, କୋଲକାତାରୁ ମାସ୍‌ ଇନଫ୍ରା ଚିଟଫଣ୍ଡ ଅଭିଯୁକ୍ତ ଗିରଫ

By

Published : Jul 26, 2021, 3:50 PM IST

ଭୁବନେଶ୍ବର: କୋଲକାତାରୁ ମାସ୍‌ ଇନଫ୍ରା ଚିଟଫଣ୍ଡ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ବିରୋଧରେ ୧୫ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି । ଏହି ଅଭିଯୋଗ ଆଧାରରେ ଇକୋନୋମିକ ଅଫେନସେସ ୱିଙ୍ଗ(EOW) ଅଭିଯୁକ୍ତକୁ ଗିରଫ କରିଛି ।

ମାସ୍ ଇନଫ୍ରା ରିୟଲିଟିର CMD ପ୍ରତାପ କୁମାର ବିଶ୍ବାଳ ଗିରଫ କରାଯାଇଛି । ଗିରଫ ପରେ ଅଭିଯୁକ୍ତକୁ ଟ୍ରାନଜିଟ ରିମାଣ୍ଡରେ ଆଣୁଛି କ୍ରାଇମବ୍ରାଞ୍ଚ୍ ଅର୍ଥନୈତିକ ଅପରାଧ ଶାଖା ଇଓଡବ୍ଲୁ। ଆଜି(ସୋମବାର) ବାଲେଶ୍ଵର OPID କୋର୍ଟରେ ହେବ ହାଜର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details