କୋଭିଡ ସମୟରେ କଳାବଜାରୀକୁ ନା, କଳିଙ୍ଗ ହସ୍ପିଟାଲରେ ଚେକିଂ ଜୋରଦାର
କୋଭିଡ ସମୟରେ କଳାବଜାରୀକୁ ନା, କଳିଙ୍ଗ ହସ୍ପିଟାଲରେ ଚେକିଂ ଜୋରଦାର
13:17 April 20
କୋଭିଡ ସମୟରେ କଳାବଜାରୀକୁ ନା, କଳିଙ୍ଗ ହସ୍ପିଟାଲରେ ଚେକିଂ ଜୋରଦାର
ଭୁବନେଶ୍ବର: କଳିଙ୍ଗ ହସ୍ପିଟାଲରେ ଚେକିଂ ଜୋରଦାର ହୋଇଛି । କୋଭିଡ ସମୟରେ କଳାବଜାରୀ ରୋକିବା ନେଇ ଫ୍ଲାଇଙ୍ଗ ସ୍କ୍ବାର୍ଡ ଚେକିଂ ଜୋରଦାର କରିଛି । ଉଭୟ ଡ୍ରଗ୍ସ କଣ୍ଟ୍ରୋଲ ଟିମ ଓ ଏସଟିଏଫ ମିଳିତ ଭାବରେ ଏହି ଚେକିଂ କରିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Apr 20, 2021, 3:01 PM IST