ଓଡିଶା

odisha

ETV Bharat / city

ଓୟୁଏଟିରର ନୂତନ କୂଳପତି ନିଯୁକ୍ତ

ଡ. ପୱନ କୁମାର ଅଗ୍ରୱାଲଙ୍କୁ ଓୟୁଏଟିର ନୂତନ କୂଳପତି ଭାବେ ଦାୟୀତ୍ୱ ମିଳିଛି ।

By

Published : May 10, 2019, 1:19 PM IST

ଫାଇଲ ଫଟୋ

ଭୁବନେଶ୍ବର: ଓଡିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର୍ ଆଣ୍ଡ୍ ଟେକ୍ନୋଲୋଜୀ(ଓୟୁଏଟି)ର ନୂଆ କୂଳପତି । ରାଜ୍ୟପାଳ ଗଣେଶି ଲାଲ ଡ.ଅଗ୍ରୱାଲଙ୍କୁ 3 ବର୍ଷ ପାଇଁ ଏହି ଦାୟିତ୍ୱ ଦେଇଛନ୍ତି।


ଏବେ ସେ ଆସିଷ୍ଟାଣ୍ଟ ଡିରେକ୍ଟର ଜେନେରାଲ ଏବଂ ଡିରେକ୍ଟର, ନ୍ୟାସନାଲ ଏଗ୍ରିକଲଚର ସାଇନ୍ସ ଫଣ୍ଡ ଏବଂ ଆସିଓଆରରେ କାର୍ଯ୍ୟରତ ଅଛନ୍ତି।

ଭୁବନେଶ୍ବରରୁ ଅଜିତ୍ ଦାସ, ଇଟିଭି ଭାରତ

ABOUT THE AUTHOR

...view details