ଓଡିଶା

odisha

ETV Bharat / city

କ୍ରିଟିକାଲ କାଟେଗୋରୀରେ ସାମିଲ ହେଲା କୃଷି ଓ ସମବାୟ ବିଭାଗ

ରାଜ୍ୟ ସରକାରଙ୍କ ତରଫରୁ ପ୍ରକାଶ ପାଇଥିବା କ୍ରିଟିକାଲ, ଆଂଶିକ କ୍ରିଟିକାଲ ଓ ନନ କ୍ରିଟିକାଲ ଡିପାର୍ଟମେଣ୍ଟ ତାଲିକାରେ ସଂଶୋଧନ କରାଯାଇ କୃଷି ଓ ସମବାୟ ବିଭାଗକୁ କ୍ରିଟିକାଲ କାଟେଗୋରୀରେ ସାମିଲ କରାଯାଇଛି । ଅଧିକ ପଢନ୍ତୁ...

By

Published : Apr 12, 2020, 12:00 AM IST

department-of-agriculture-and-cooperative-included-in-the-critical-category
କ୍ରିଟିକାଲ କାଟେଗୋରୀରେ ସାମିଲ ହେଲା କୃଷି ଓ ସମବାୟ ବିଭାଗ

ଭୁବନେଶ୍ବର: କ୍ରିଟିକାଲ କାଟେଗୋରୀରେ ସାମିଲ ହେଲା କୃଷି ଓ ସମବାୟ ବିଭାଗ । ରାଜ୍ୟ ସରକାରଙ୍କ ତରଫରୁ ପ୍ରକାଶ ପାଇଥିବା କ୍ରିଟିକାଲ, ଆଂଶିକ କ୍ରିଟିକାଲ ଓ ନନ କ୍ରିଟିକାଲ ଡିପାର୍ଟମେଣ୍ଟ ତାଲିକାରେ ସଂଶୋଧନ କରାଯାଇଛି ।

କ୍ରିଟିକାଲ କାଟେଗୋରୀରେ ସାମିଲ ହେଲା କୃଷି ଓ ସମବାୟ ବିଭାଗ
କ୍ରିଟିକାଲ କାଟେଗୋରୀରେ ସାମିଲ ହେଲା କୃଷି ଓ ସମବାୟ ବିଭାଗ

କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ସମବାୟ ବିଭାଗକୁ କ୍ରିଟିକାଲ କାଟାଗୋରୀରେ ରଖାଯାଇଛି । ଚାଷ ସିଜିନ ଆସୁଥିବାରୁ ଲକଡାଉନରୁ ଏହାକୁ ବାଦ ଦିଆଯାଇଛି । ତେଣୁ ସିଜିନ ଆରମ୍ଭ ହେବା ପୂର୍ବରୁ ପ୍ରକ୍ରିୟା ଆରମ୍ଭ କରାଯିବ । ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details