ଭୁବନେଶ୍ବର: ରାଜ୍ୟରେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଆଜି(ବୁଧବାର) ଗୋଟିଏ ଦିନରେ ରାଜ୍ୟରେ ଆଉ 48 ଜଣଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 4017କୁ ବୃଦ୍ଧି ହୋଇଛି ।
ଆଜିର ମୃତକଙ୍କ ମଧ୍ୟରୁ ଅନୁଗୋଳରୁ 65ବର୍ଷୀୟ ପୁରୁଷ, 70ବର୍ଷୀୟ ପୁରୁଷ, ବାଲେଶ୍ବରରୁ 37ବର୍ଷୀୟ ପୁରୁଷ, 75ବର୍ଷୀୟ ପୁରୁଷ, ବରଗଡରୁ 40ବର୍ଷୀୟ ପୁରୁଷ ମହିଳା, 80ବର୍ଷୀୟ ମହିଳା, 35ବର୍ଷୀୟ ମହିଳା,ଭଦ୍ରକରୁ 40 ବର୍ଷୀୟ ପୁରୁଷ, 56 ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ 60 ବର୍ଷୀୟ ମହିଳା, 45 ବର୍ଷୀୟ ପୁରୁଷ, 52 ବର୍ଷୀୟ ପୁରୁଷ, ଦୁଇଜଣ 54 ବର୍ଷୀୟ ପୁରୁଷ, 30 ବର୍ଷୀୟ ପୁରୁଷ 54 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ବୌଦ୍ଧରୁ 30ବର୍ଷୀୟ ପୁରୁଷ, 59ବର୍ଷୀୟ ପୁରୁଷ, 32ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ 51ବର୍ଷୀୟ ପୁରୁଷ, 70ବର୍ଷୀୟ ପୁରୁଷ, 50 ବର୍ଷୀୟ ପୁରୁଷ, 40ବର୍ଷୀୟ ପୁରୁଷ, 72ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି ।