ଓଡିଶା

odisha

ETV Bharat / city

‘ଫନି’ ଉଡାଇ ନେଲା ଷ୍ଟେସନ-ବିମାନ ବନ୍ଦର

ଷ୍ଟେସନ ସହ ବିମାନ ବନ୍ଦର ଧ୍ୱଂସ କଲା ସାମୁଦ୍ରିକ ଝଡ ଫନି । ଫନି ଗଲା ପରେ ବିମାନ ବନ୍ଦରରେ ଚାଲିଛି ସଫେଇ କାର୍ଯ୍ୟ ।

By

Published : May 3, 2019, 7:03 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀର ପ୍ରମୁଖ ରେଳ ଷ୍ଟେସନ ଛାରଖାର କରିବା ପରେ ବିମାନ ବନ୍ଦର ମୁହାଁ ହୋଇଥିଲା ଫନି । ବିଜୁ ପଟ୍ଟନାୟକ ବିମାନ ବନ୍ଦର ସହ ରେଳ ଷ୍ଟେସନର ର ନାମଫଳକ ମଧ୍ୟ ଉଡାଇ ନେଇଛି ଫନି । ବିମାନ ବନ୍ଦରର ହୋଡିଂ ଆଉ ପୂର୍ବପରି ଦେଖିବାକୁ ମିଳିନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଫନିର ପ୍ରଭାବ କମିବା ପରେ ଏବେ ବିମାନ ବନ୍ଦରରେ ସଫେଇ କାର୍ଯ୍ୟ ଜାରି ରହିଛି । ଦୁଇ ଦିନ ତେଳେ ସ୍ମାର୍ଟ ସିଟି ଭୁବନେଶ୍ବରର ରୂପରେଖ ଯାହା ଥିଲା, ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇ ଜରାଜୀର୍ଣ୍ଣ ହୋଇ ପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details