ଓଡିଶା

odisha

ETV Bharat / city

ଫସର ଫାଟିଲା ଡିଲ୍, ନୂଆପଡାରୁ ବାଘଛାଲ ଜବତ କଲା STF

ଖରିଆର ଓ ସିନାପାଲିର ଦୁଇ ଅଭିଯୁକ୍ତଙ୍କ ବାଘଛାଲ ଡିଲ । ଅପରେସନ ବାଘ ଛାଲ ବେଳେ ଧରିଲା ଏସଟିଏଫ। ଅଧିକ ପଢନ୍ତୁ...

ଏସଟିଏଫର ଅପରେସନ ବାଘଛାଲ
ଏସଟିଏଫର ଅପରେସନ ବାଘଛାଲ

By

Published : Feb 15, 2021, 1:33 PM IST

Updated : Feb 15, 2021, 1:51 PM IST

ଭୁବନେଶ୍ବର: ଖରିଆର ଓ ସିନାପାଲିର ଦୁଇ ଅଭିଯୁକ୍ତଙ୍କ ବାଘଛାଲ ଡିଲ । ଅପରେସନ ବାଘ ଛାଲ ବେଳେ ଧରିଲା ଏସଟିଏଫ। ନୂଆପଡା ସିନାପାଲି ପଳାଶପଡାରେ ଚଢାଉ ବେଳେ ଧରାପଡିଲେ ଦୁଇ ଅଭିଯୁକ୍ତ।

ଫସର ଫାଟିଲା ଡିଲ୍, ନୂଆପଡାରୁ ବାଘଛାଲ ଜବତ କଲା STF

ଅଭିଯୁକ୍ତଙ୍କଠାରୁ ଗୋଟିଏ ବାଘ ଛାଲ ଜବତ କରାଯାଇଛି । ଚଢାଉ ବେଳେ ଖରିଆର ନୂଆପଡାର ସବୁରବାନ ସିଂ, ସିନାପାଲିର ସମନ ସିଂ ମାଝିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 15, 2021, 1:51 PM IST

ABOUT THE AUTHOR

...view details