ଭୁବନେଶ୍ବର: କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗ ଓ ବଳିଦାନକୁ ମନେରଖିବା ଲାଗି ପଦକ୍ଷେପ । ଭୁବନେଶ୍ବର ବିଜୁ ପଟ୍ଟନାୟକ ପାର୍କରେ ହେବ କୋଭିଡ ଯୋଦ୍ଧା ସ୍ମାରକୀ । ସ୍ମାରକୀ ନିର୍ମାଣ ପାଇଁ ନୋଡାଲ ଏଜେନ୍ସି ହେବ ରାଜ୍ୟ ପୂର୍ତ୍ତ ବିଭାଗ ।
ବିଜୁ ପଟ୍ଟନାୟକ ପାର୍କରେ ହେବ କୋଭିଡ ଯୋଦ୍ଧା ସ୍ମାରକୀ
କୋଭିଡ୍ ଯୋଦ୍ଧାଙ୍କ ତ୍ୟାଗକୁ ମନେରଖିବା ଲାଗି ପଦକ୍ଷେପ । ବିଜୁ ପଟ୍ଟନାୟକ ପାର୍କରେ ହେବ କୋଭିଡ ଯୋଦ୍ଧା ସ୍ମାରକୀ ।
ବିଜୁ ପଟ୍ଟନାୟକ ପାର୍କରେ ହେବ କୋଭିଡ ଯୋଦ୍ଧା ସ୍ମାରକୀ
କୋଭିଡ୍ ଯୋଦ୍ଧା ସ୍ମାରକୀ ପ୍ରତିଷ୍ଠା ଖର୍ଚ୍ଚ ବହନ କରିବ ପୂର୍ତ୍ତ ବିଭାଗ । ଭୁବନେଶ୍ବର ବିଜୁ ପଟ୍ଟନାୟକ ପାର୍କ ମଧ୍ୟରେ କୋଭିଡ ଯୋଦ୍ଧାଙ୍କ ପାଇଁ ଏହା ନିର୍ମାଣ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ