ଭୁବନେଶ୍ବର: ରାଜ୍ୟ ସଚିବାଳୟରେ କୋରୋନା ବୈଷୟିକ କମିଟିର ବୈଠକ। କମିଟିର ଅଧ୍ୟକ୍ଷ ସୁବ୍ରତ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି ।
ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ ଲାଗିବ ରୋକ ! - COVID-19
ରାଜ୍ୟ ସଚିବାଳୟରେ କୋରୋନା ବୈଷୟିକ କମିଟିର ବୈଠକ। ଅନ୍ତଃରାଜ୍ୟ ବସ୍ ସେବା ବନ୍ଦ ପାଇଁ କଲେ ସୁପାରିସ । ଅଧିକ ପଢନ୍ତୁ...
ଆନ୍ତଃରାଜ୍ୟ ବସ ଚଳାଚଳ ଉପରେ ଲାଗିବ ରୋକ !
ଏହାସହ ଅନ୍ତଃରାଜ୍ୟ ବସ୍ ସେବା ବନ୍ଦ ପାଇଁ ସେ ସୁପାରିସ କରିଛନ୍ତି । ଏହି ବୈଠକରେ ଟେକ୍ନିକାଲ କମିଟିର ଚେୟାରମ୍ୟାନ ସୁବ୍ରତ ଆଚାର୍ଯ୍ୟ ରହିଥିବା ବେଳେ ସଦସ୍ୟ ରହିଛନ୍ତି ଡଃ ସିବିକେ ମହାନ୍ତି, ପ୍ରଫେସର ଅଜୟ ପରିଡା, ସଂଘମିତ୍ରା ପତି, ଡଃ ମନୋରଞ୍ଜନ ପଟ୍ଟନାୟକ, ନିରୁପମା ଚଇନି।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ