ଓଡିଶା

odisha

By

Published : Apr 2, 2020, 11:31 AM IST

Updated : Apr 2, 2020, 12:21 PM IST

ETV Bharat / city

ରାଜ୍ୟରେ 650 ବେଡ୍‌ ବିଶିଷ୍ଟ COVID-19 ହସ୍ପିଟାଲ ପ୍ରସ୍ତୁତ

COVID-19 Hospital
ରାଜ୍ୟରେ 650 ବେଡ୍‌ ବିଶିଷ୍ଟ COVID-19 ହସ୍ପିଟାଲ ପ୍ରସ୍ତୁତ

12:18 April 02

ରାଜ୍ୟରେ 650 ବେଡ୍‌ ବିଶିଷ୍ଟ COVID-19 ହସ୍ପିଟାଲ ପ୍ରସ୍ତୁତ

11:25 April 02

ରାଜ୍ୟରେ 650 ବେଡ୍‌ ବିଶିଷ୍ଟ COVID-19 ହସ୍ପିଟାଲ ପ୍ରସ୍ତୁତ

ରାଜ୍ୟରେ 650 ବେଡ୍‌ ବିଶିଷ୍ଟ COVID-19 ହସ୍ପିଟାଲ ପ୍ରସ୍ତୁତ

ଭୁବନେଶ୍ବର: ଟ୍ବିନ୍‌ ସିଟିରେ ଆରମ୍ଭ ହେଲା ଦୁଇଟି COVID-19 ହସ୍ପିଟାଲ । ଭୁବନେଶ୍ବରର କିମ୍ସ ହସ୍ପିଟାଲ ଓ କଟକର ଅଶ୍ବିନୀ ହସ୍ପିଟାଲରେ ଆରମ୍ଭ ହେଲା COVID-19 ହସ୍ପିଟାଲ । କିମ୍ସରେ 500 ବେଡ୍‌ ଓ ଅଶ୍ବିନୀରେ 150 ବେଡ୍‌ର ହୋଇଛି ବ୍ୟବସ୍ଥା । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ହସ୍ପିଟାଲ ପ୍ରସ୍ତୁତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।  

ଏହାସହ ଦୁଇଟି ହସ୍ପିଟାଲର ଡାକ୍ତର, ପାରାମେଡିକାଲ ଷ୍ଟାପ୍‌ଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ଜରିଆରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ଖଣି ନିଗମ ସହଯୋଗରେ ଉଭୟ ହସ୍ପିଟାଲ ତିଆରି ହୋଇଛି । ଏଠାରେ କୋରୋନା ଆକ୍ରାନ୍ତଙ୍କୁ ମାଗଣାରେ ଚିକିତ୍ସା ସହିତ ଖାଦ୍ୟ ଦିଆଯିବାର ବ୍ୟବସ୍ଥା ହୋଇଛି । ଯାହାକି ଓଡିଶା ସରକାର ପ୍ରଥମ ଥର ଲାଗି କରିଛନ୍ତି । 

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Apr 2, 2020, 12:21 PM IST

ABOUT THE AUTHOR

...view details