ଓଡିଶା

odisha

ETV Bharat / city

ଦେଖନ୍ତୁ, ଭୁବନେଶ୍ବର ବିଜେବି କଲେଜରେ କେମିତି ଚାଲିଛି ଗଣତି ପ୍ରକ୍ରିୟା ?

ଚାଲିଛି ଗଣତି ପ୍ରକ୍ରିୟା । ଆଉ କିଛି ଘଣ୍ଟା ପରେ ଫଳାଫଳ ହେବ ଘୋଷଣା । ତେବେ ବିଜେବି କଲେଜରେ 5ଟି ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ଭୋଟ ଗଣତି ହେଉଛି ।

By

Published : May 23, 2019, 10:34 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଚାଲିଛି ଗଣତି ପ୍ରକ୍ରିୟା । ଆଉ କିଛି ଘଣ୍ଟା ପରେ ଫଳାଫଳ ହେବ ଘୋଷଣା । ତେବେ ବିଜେବି କଲେଜରେ 5ଟି ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ଭୋଟ ଗଣତି ହେଉଛି । ଜୟଦେବ, ଜଟଣୀ, ଭୁବନେଶ୍ବର ଏକାମ୍ର, ଭୁବନେଶ୍ବର ଉତ୍ତର, ଭୁବନେଶ୍ବର ମଧ୍ୟ ବିଧାନସଭା ପାଇଁ ଗଣତି ହେଉଛି । ସେହିପରି ଭୁବନେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ମଧ୍ୟ ଗଣତି ହେଉଛି ।


ତେବେ ଗଣତି ପ୍ରକ୍ରିୟା କିପରି ରହିଛି ? କିପରି ସୁରକ୍ଷା ବ୍ୟବସ୍ଥା ସେଠାରେ ରହିଛି ସେ ନେଇ ସବିଶେଷ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ଜ୍ଞାନଦର୍ଶୀ ସାହୁ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details