ଓଡିଶା

odisha

ETV Bharat / city

କୋରୋନା କଟକଣା ଉଲ୍ଲଂଘନ: 5 ମାସରେ 2 କୋଟିରୁ ଊର୍ଦ୍ଧ୍ବ ଟଙ୍କା ତଣ୍ଡ ଗଣିଛନ୍ତି ଅମାନିଆ

କୋରୋନା କାଳରେ ଗତ ମାର୍ଚ୍ଚ ମାସରୁ ରାଜ୍ୟରେ ଲକଡାଉନ, ସଟଡାଉନ ଏବଂ ଅନଲକ ପର୍ଯ୍ୟାୟ ଜାରି ରହିଛି । ଇତିମଧ୍ୟରେ ଅନେକ କୋରୋନା କଟକଣା ଜାରି ହୋଇଛି । ଆଉ ଏହି କଟକଣାକୁ ଉଲ୍ଲଂଘନ କରିଥିବା ଅମାନିଆଙ୍କୁ ଠାରୁ ଗତ ଏପ୍ରିଲ ମାସରୁ ବର୍ତ୍ତମାନ ସୁଦ୍ଧା 2 କୋଟି 42 ଲକ୍ଷ 90 ହଜାର 185 ଟଙ୍କା ଆଦାୟ ହୋଇଥିବା ନେଇ କମିଶନରେଟ ପୋଲିସ ସୂଚନା ଦେଇଛି । ଅଧିକ ପଢନ୍ତୁ...

କୋରୋନା କଟକଣା ଉଲ୍ଲଂଘନ: 5 ମାସରେ 2 କୋଟିରୁ ଊର୍ଦ୍ଧ୍ବ ଟଙ୍କା ତଣ୍ଡ ଗଣିଛନ୍ତି ଅମାନିଆ
କୋରୋନା କଟକଣା ଉଲ୍ଲଂଘନ: 5 ମାସରେ 2 କୋଟିରୁ ଊର୍ଦ୍ଧ୍ବ ଟଙ୍କା ତଣ୍ଡ ଗଣିଛନ୍ତି ଅମାନିଆ

By

Published : Sep 11, 2020, 6:01 PM IST

ଭୁବନେଶ୍ବର: ବିଶ୍ବବ୍ୟାପୀ କୋରୋନା ପ୍ରକୋପ ଜାରି ରହିଥିବା ବେଳେ ଏହାର ମୁକାବିଲା ପାଇଁ ଗତ ମାର୍ଚ୍ଚ ମାସରୁ ରାଜ୍ୟରେ ଲକଡାଉନ, ସଟଡାଉନ ଏବଂ ଅନଲକ ପର୍ଯ୍ୟାୟ ଜାରି ରହିଛି । ଇତିମଧ୍ୟରେ ଅନେକ କୋରୋନା କଟକଣା ଜାରି ହୋଇଛି । ଆଉ ଏହି କଟକଣାକୁ ଉଲ୍ଲଂଘନ କରିଥିବା ଅମାନିଆଙ୍କୁ ଠାରୁ ଗତ ଏପ୍ରିଲ ମାସରୁ ବର୍ତ୍ତମାନ ସୁଦ୍ଧା 2 କୋଟି 42 ଲକ୍ଷ 90 ହଜାର 185 ଟଙ୍କା ଆଦାୟ ହୋଇଥିବା ନେଇ କମିଶନରେଟ ପୋଲିସ ସୂଚନା ଦେଇଛି ।

କୋରୋନା କଟକଣା ଉଲ୍ଲଂଘନ: 5 ମାସରେ 2 କୋଟିରୁ ଊର୍ଦ୍ଧ୍ବ ଟଙ୍କା ତଣ୍ଡ ଗଣିଛନ୍ତି ଅମାନିଆ

ଆଦାୟ ଏହି ଟଙ୍କାରେ 1, 77,090 ଲୋକଙ୍କୁ ମାସ୍କ ନପିନ୍ଧିବା ଏବଂ ସାମାଜିକ ଦୂରତା ଉଲ୍ଲଂଘନ କରିବା ଅଭିଯୋଗରେ ଆଦାୟ ହୋଇଛି । ଏହି ସୂଚନା ଦେବା ପରେ କମିଶନରେଟ୍ ପୋଲିସ ପୁନର୍ବାର ସାଧାରଣ ନାଗରିକଙ୍କୁ ମାସ୍କ ପରିଧାନ ଏବଂ ଗହଳି ନ କରିବାକୁ ଅନୁରୋଧ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details