ଓଡିଶା

odisha

ବିଧାୟକ ପ୍ରଶାନ୍ତ ମୁଦୁଲି କୋରୋନା ସଂକ୍ରମିତ

By

Published : Sep 4, 2020, 8:14 PM IST

ଆଜି ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି COVID-19 ପଜିଟିଭ୍ ପରୀକ୍ଷା କରିବା ସହ ସଂକ୍ରମିତ ହୋଇଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ।

ପ୍ରଶାନ୍ତ ମୁଦୁଲି କୋରୋନା ସଂକ୍ରମିତ
ପ୍ରଶାନ୍ତ ମୁଦୁଲି କୋରୋନା ସଂକ୍ରମିତ

ହାଇଦ୍ରାବାଦ: ରାଜ୍ୟରେ ଯେଉଁଭଳି ଭାବେ କୋରୋନା ବୃଦ୍ଧି ଘଟୁଛି, ନେତା ମନ୍ତ୍ରୀ ଠାରୁ ଅଭିନେତା ଆଉ ସାଧାରଣ ଜନତା ସଭିଏଁ ଆକ୍ରାନ୍ତ ।

ଏହାରି ଭିତରେ ରାଜ୍ୟର ଅନେକ ବିଧାୟକ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ଆଜି ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି COVID-19 ପଜିଟିଭ୍ ପରୀକ୍ଷା କରିବା ସହ ସଂକ୍ରମିତ ହୋଇଥିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ।

ସେ ନିଜେ କହିଛନ୍ତି ଲକ୍ଷଣ ହେବା ପରେ ଗୁରୁବାର COVID-19 ପରୀକ୍ଷା ପାଇଁ ଯାଇଥିଲି ଏବଂ କୋରୋନା ପଜିଟିଭ ଥିବା ଶୁକ୍ରବାର ମେଡିକାଲ ପକ୍ଷରୁ ସୂଚନା ପାଇଲି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details