ଭୁବନେଶ୍ବର: ସମ୍ପତ୍ତି ତାଲିକା କେବଳ ଧର୍ମକୁ ଆଖିଠାର ବୋଲି କଂଗ୍ରେସ ସରକାରଙ୍କ ସମ୍ପତ୍ତି ତାଲିକା ଘୋଷଣାକୁ ଆକ୍ଷେପ କରିଛି । ମନ୍ତ୍ରୀ ମାନଙ୍କ ସଂପତ୍ତି ତାଲିକା ପ୍ରକାଶ ପାଇଥିଲେ ବି ବିରୋଧୀ କିନ୍ତୁ ଏହି ତାଲିକାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।
ସମ୍ପତ୍ତି ତାଲିକା କେବଳ ଧର୍ମକୁ ଆଖିଠାର: କଂଗ୍ରେସ - ସମ୍ପତ୍ତି ତାଲିକା କେବଳ ଧର୍ମକୁ ଆଖିଠାର: କଂଗ୍ରେସ
ମନ୍ତ୍ରୀ ମାନଙ୍କ ସଂପତ୍ତି ତାଲିକା ପ୍ରକାଶ ପାଇଥିଲେ ବି ବିରୋଧୀ କିନ୍ତୁ ଏହି ତାଲିକାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ଏହାକୁ କଂଗ୍ରେସ ସରକାରଙ୍କ ଧର୍ମକୁ ଆଖିଠାର ବୋଲି କହିଛନ୍ତି । ଅଧିକ ପଢନ୍ତୁ...
ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରୀ ମାନଙ୍କ ସଂପତ୍ତି ତାଲିକ ପ୍ରକାଶ ପାଇଥିଲେ ବି ବିରୋଧୀ ସନ୍ତୋଷ ପ୍ରକାଶ କରିନାହାନ୍ତି। ଏହି ସମ୍ପତ୍ତି ତାଲିକାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ବିଜେପି କହିଛି ମନ୍ତ୍ରୀ ମାନଙ୍କର ୧୦ବର୍ଷର ସମ୍ପତ୍ତି ତାଲିକାକୁ ତୁଳନା କରି ପ୍ରକାଶ କରାଯାଉ। ସେହିପରି ଆୟର ଉତ୍ସ କଣ ତାହା ପ୍ରକାଶ କରାଯାଉ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜକୁ ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ପାଇଁ ବଜାୟ ରଖିବା ପାଇଁ ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି କଂଗ୍ରେସ କହିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ,ଇଟିଭି ଭାରତ