ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତି ଜୋରଦାର କରିଥିବାବେଳେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ନିର୍ବାଚନ ପରିଚାଳନାକୁ ନେଇ ଆଶଙ୍କା ଦେଖାଦେଇଛି।
ନିର୍ବାଚନ କରିବାକୁ ଇଚ୍ଛା ନାହିଁ: ସୁର
ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ବର୍ତ୍ତମାନ ସ୍ଥିତିକୁ ଦେଖି ସରକାର ନିର୍ବାଚନ କରିବାକୁ ଇଚ୍ଛା ନାହିଁ ବୋଲି କହିଛନ୍ତି । ଅଧିକ ପଢନ୍ତୁ
ନିର୍ବାଚନ କରିବାକୁ ଇଚ୍ଛା ନାହିଁ:ସୁର
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ