ଓଡିଶା

odisha

ETV Bharat / city

ରଜ ପର୍ବର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଟ୍ବିଟ କରି ସେ ଓଡିଶାବାସୀଙ୍କୁ ରଜର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

By

Published : Jun 14, 2019, 10:02 AM IST

Updated : Jun 15, 2019, 7:57 PM IST

ଫାଇଲ ଫଟୋ


ଭୁବନେଶ୍ବର: ଆଜି ପହିଲି ରଜ ପାଇଁ ଉତ୍ସବମୁଖର ସାରା ରାଜ୍ୟ । ଓଡିଶାର ପ୍ରତ୍ୟେକ ଝିଅ ବୋହୂ ଆନନ୍ଦରେ ପାଳିଥାନ୍ତି ଏହି ପର୍ବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣାଇଛନ୍ତି ଶୁଭେଚ୍ଛା ।

ଫଟୋ ସୌଜନ୍ୟ : ଟ୍ବିଟର @Naveen_Odisha

ସେ ଟ୍ବିଟ କରି ଲେଖିଛନ୍ତି, ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଆମ ଗୌରବମୟ ପରମ୍ପରାର ପ୍ରତୀକ ଏହି ପର୍ବ ସମାଜରେ ଆନନ୍ଦ, ଉତ୍ସାହ ଓ ଉଲ୍ଲାସ ଭରିଦେଉ। ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛି।

Last Updated : Jun 15, 2019, 7:57 PM IST

For All Latest Updates

ABOUT THE AUTHOR

...view details