ଭୁବନେଶ୍ବର: ସଟଡାଉନ କଟକଣା ମଧ୍ୟରେ ଚାଲିଛି ଗୋଚାଲାଣ । ଗୋରୁ ବୋଝେଇ ଟ୍ରକ ଜବତ କଲା ପୋଲିସ । ଭୁବନେଶ୍ବର ଦେଇ ଗୋଚାଲାଣ ହେଉଥିବାବେଳେ ନଖରା ଛକ ନିକଟରୁ ଟ୍ରକକୁ ଜବତ କରାଯାଇଛି ।
ସଟଡାଉନରେ ଚାଲିଛି ଗୋଚାଲାଣ, ନଖରାରୁ ଗୋରୁ ବୋଝେଇ ଟ୍ରକ ଜବତ - cattle loaded truck seize
ନଖରା ଛକ ନିକଟରୁ ଗୋରୁ ବୋଝେଇ ଟ୍ରକ ଜବତ । ଖୋର୍ଦ୍ଧା ବାଘମାରିରୁ କୋଲକତାକୁ ହେଉଥିଲା ଏହି ଗୋଚାଲାଣ । ଅଧିକ ପଢନ୍ତୁ...

ସଟଡାଉନରେ ଗୋଚାଲାଣ, ଭୁବନେଶ୍ୱର ଗୋରୁ ବୋଝେଇ ଟ୍ରକ ଜବତ
ସଟଡାଉନରେ ଗୋଚାଲାଣ, ଭୁବନେଶ୍ୱର ଗୋରୁ ବୋଝେଇ ଟ୍ରକ ଜବତ
ସୂଚନାଯୋଗ୍ୟ, ଟ୍ରକ ଯୋଗେ ୧୦୦ ରୁ ଉର୍ଦ୍ଧ୍ବ ଗୋରୁ ଚାଲାଣ ହେଉଥିଲା । ପୋଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭର ସମେତ କିଛି ଲୋକଙ୍କୁ ଅଟକ ରଖିଛି ପୋଲିସ । ତେବେ ଖୋର୍ଦ୍ଧା ବାଘମାରିରୁ କୋଲକାତାକୁ ଏହି ଗୋଚାଲାଣ ହେଉଥିବା ପୋଲିସ ସୂଚନା ଦେଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ