ଭୁବନେଶ୍ବର: କୋଭିଡ ନିୟମ ଉଲ୍ଲଙ୍ଘନ ପଡିଲା ମହଙ୍ଗା । ଆସନ୍ତା 24 ଘଣ୍ଟା ପାଇଁ ସିଲ୍ ହେଲା ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟ । ମାର୍କେଟ କୋଭିଡର ପାଳନ କରାଯାଉନଥିବାରୁ ବିଏମସି ନେଇଛି ଏହି ପଦକ୍ଷେପ ।
24 ଘଣ୍ଟା ପାଇଁ ଇନ୍ଦ୍ରଧନୁ ମାର୍କେଟ ସିଲ୍
ରାଜଧାନୀର ଇନ୍ଦ୍ରଧନୁ ମାର୍କେଟ 24 ଘଣ୍ଟା ପାଇଁ ସିଲ ହୋଇଛି । ଅଧିକ ପଢନ୍ତୁ...
24 ଘଣ୍ଟା ପାଇଁ ଇନ୍ଦ୍ରଧନୁ ମାର୍କେଟ ସିଲ୍
ରାଜଧାନୀରେ କୋରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଦିନକୁ ଦିନ ଶହ ଶହ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଯାହା ବିଏମସିର ଚିନ୍ତାକୁ ଦ୍ବିଗୁଣିତ କରିଛି । ପୂର୍ବରୁ କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ମାର୍କେଟ ବିଲ୍ଡିଂ, ଡମଣା ମାର୍କେଟକୁ ସିଲ କରିଥିଲା ବିଏମସି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ
Last Updated : Apr 30, 2021, 10:22 AM IST