ଓଡିଶା

odisha

ETV Bharat / city

ଟେଷ୍ଟ ବଢିବା ସହ ବଢୁଛି କୋରୋନା ପଜିଟିଭଙ୍କ ସଂଖ୍ୟା - କୋରୋନା ପଜିଟିଭ

ରାଜଧାନୀ ଭୁବନେଶ୍ବରରେ କାହିଁକି ବଢୁଛି କୋରୋନା। ସ୍ମାର୍ଟସିଟି ଭୁବନେଶ୍ବର ମୂଳରୁ କୋରୋନା ହଟସ୍ପଟ ଭାବରେ ଉଭା ହୋଇଛି । ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଅଧିକ ଖବର ପଢନ୍ତୁ...

ଟେଷ୍ଟ ବଢିବା ସହ ବଢୁଛି କୋରୋନା ପଜିଟିଭଙ୍କ ସଂଖ୍ୟା
ଟେଷ୍ଟ ବଢିବା ସହ ବଢୁଛି କୋରୋନା ପଜିଟିଭଙ୍କ ସଂଖ୍ୟା

By

Published : Aug 20, 2020, 10:35 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ କାହିଁକି ବଢୁଛି କୋରୋନା। ସ୍ମାର୍ଟସିଟି ଭୁବନେଶ୍ବର ମୂଳରୁ କୋରୋନା ହଟସ୍ପଟ ଭାବରେ ଉଭା ହୋଇଛି । ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେବେ କଣ ପାଇଁ ବଢୁଛି କୋରୋନା ସଂକ୍ରମଣ ? କଣ ପାଇଁ ପଜିଟିଭ ହାର ବୃଦ୍ଧି ପାଉଛି?

ଟେଷ୍ଟ ବଢିବା ସହ ବଢୁଛି କୋରୋନା ପଜିଟିଭଙ୍କ ସଂଖ୍ୟା

ଏନେଇ କଣ କହୁଛନ୍ତି ଭୁବନେଶ୍ବର ମହାନଗର ନିଗମ କମିଶନର ପ୍ରେମ ଚନ୍ଦ୍ର ଚୌଧରୀ ।

ଭୁବନେଶ୍ବରରେ ପୂର୍ବାପେକ୍ଷା ଟେଷ୍ଟ ବୃଦ୍ଧି ପାଇଛି। ଦୈନିକ ୨୫୦୦ ପାଖାପାଖି କୋରୋନା ଟେଷ୍ଟ କରାଯାଉଛି । ଟେଷ୍ଟ ବଢୁଥିବା ହେତୁ ପଜିଟିଭ ସଂଖ୍ୟା ବଢୁଛି ହେଲେ ଜନସାଧାରଣ ଯଦି ସାମାଜିକ ଦୂରତ୍ବ ରକ୍ଷା କରି ମାସ୍କ ପିନ୍ଧି , ସ୍ବଚ୍ଛ ରହିବେ ତାହେଲେ ଯାଇ କୋରୋନାକୁ ପ୍ରତିହତ କରିହେବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details